ETV Bharat / bharat

ଆଜି ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ କପାଟ - badrinath temple door

ଶୀତ ପାଇଁ ବନ୍ଦ ହେବ ବଦ୍ରିନାଥଙ୍କ କପାଟ । ଆସନ୍ତା 6 ମାସ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ଦିର । ଅଧିର ପଢନ୍ତୁ...

ଆଜି ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ କପାଟ
ଆଜି ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ କପାଟ
author img

By

Published : Nov 19, 2020, 7:04 AM IST

ନୂଆଦିଲ୍ଲୀ: ବିଧି ବିଧାନ ସହକାରେ ଆଜି ବନ୍ଦ ହେବ ଚାରିଧାମର ପ୍ରଭୁ ବଦ୍ରିନାଥଙ୍କ କପାଟ । ଅପରାହ୍ନ 3 ଟା 35 ମିନିଟ ସମୟରେ ଦ୍ବାର ବନ୍ଦ ହେବା ନେଇ ଶୁଭ ସମୟ ନିର୍ଦ୍ଧାରିତ ହୋଇଛି । ଶୀତକାଳୀନ ପାଇଁ ଆସନ୍ତା 6 ମାସ ପାଇଁ ମନ୍ଦିରକୁ ବନ୍ଦ କରିଦିଆଯିବ । ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାପରେ ସରକାରୀ ଅନୁମତି ବିନା କୌଣସି ବ୍ୟକ୍ତି ହନୁମାନ ଚଟ୍ଟି ଠାରୁ ଆଗକୁ ଯାଇ ପାରିବେ ନାହିଁ। ତେବେ ମନ୍ଚଦିର ଦ୍ବାର ଖୋଲିବା ପରେ ରାବଲ ପୂଜକ ପୂଜା କରୁଥିବାବେଳେ, ଦ୍ବାର ବନ୍ଦ ହେବା ପରେ ନାରଦଜୀ ପୂଜକ ପୂଜା କରିଥାନ୍ତି ।

ତେବେ ଏହା ପୂର୍ବରୁ ଭାଇ ଦୁଜ ସମୟରେ ସମ୍ପୂର୍ଣ୍ଣ ବିଧି ବିଧାନ ସହ ଶୀତ ଋତୁ ପାଇଁ କେଦାରନାଥ ଧାମ ଦ୍ୱାର ବନ୍ଦ କରାଯାଇଛି । ଏହାପୂର୍ବରୁ, ନଭେମ୍ବର 16 ଦ୍ବିପହର 12.15ରେ, ଯମୁନେତ୍ରୀ ଧାମ କପାଟ ବନ୍ଦ କରାଯାଇଛି । ନଭେମ୍ବର 15 ରେ, ଗଙ୍ଗୋତ୍ରୀ ଧାମରେ ​​ଅନ୍ନକୁଟ ପର୍ବ ଅନୁଷ୍ଠିତ ହୋଇଥିଲା ଏବଂ ଗୋବର୍ଦ୍ଧନ ପୂଜା ପରେ ମନ୍ଦିରର କପାଟ ବନ୍ଦ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.