ETV Bharat / bharat

Ayodhya Ram Mandir: ଜାନୁୟାରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଦେଶବ୍ୟାପୀ କାର୍ଯ୍ୟକ୍ରମ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସୂଚନା ଅନୁସାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ 7 ଦିନ ଧରି ଚାଲିବ । ଏହି ସମୟରେ ଦେଶବ୍ୟାପୀ ସମସ୍ତ ମନ୍ଦିରର ସାଜସଜ୍ଜା ସହ ସ୍ବତନ୍ତ୍ର ପୂଜା ପାଠ କରାଯିବ । ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ବିଶ୍ବବ୍ୟାପୀ କରାଯିବ । ଅଧିକ ପଢନ୍ତୁ

author img

By

Published : Jun 12, 2023, 5:04 PM IST

ଜାନୁୟାରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଦେଶବ୍ୟାପୀ ହେବ କାର୍ଯ୍ୟକ୍ରମ

ଲକ୍ଷ୍ନୌ: ଆସନ୍ତା ବର୍ଷ 22 ଜାନୁୟାରୀ 2024 ରେ ଗର୍ଭଗୃହରେ ପ୍ରବେଶ କରିବେ ମର୍ଯ୍ୟଦା ପୁରୁଷତ୍ତୋମ ଭଗବାନ ରାମଲାଲା । ଏଥିପାଇଁ ଆଜି ବିଦ୍ଧିବଧ ଭାବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଘୋଷଣା ହୋଇଛି । ପ୍ରଥମ ଚରଣ ପ୍ରତିଷ୍ଠା ଉତ୍ସବ 7 ଦିନ ଧରି ଚାଲିବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳଯ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଅଯୋଧ୍ୟାରେ ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାଣ ଜାରି ରହିଛି । ଗର୍ଭଗୃହର 90 ପ୍ରତିଶତ କାମ ଶେଷ ହୋଇଥିବା ବେଳେ, ଉପର ମହଲା ନିର୍ମାଣ ଜାରି ରହିଛି । ଆସନ୍ତା ଅକ୍ଟୋବର ସୁଦ୍ଧା ଗର୍ଭଗୃହ ସମ୍ପୂର୍ଣ୍ଣ ଭାବେ ନିର୍ମାଣ ଶେଷ ହୋଇଯିବ । ଏହା ପରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଶେଷ ପ୍ରସ୍ତୁତି ଆରମ୍ଭ ହେବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ବିଶ୍ବ ହିନ୍ଦୁ ପରିଷଦ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଚାଲିଛି ।

ରାମ ଜନ୍ମଭୂମି ଅଯୋଧ୍ୟାରେ ରାମଲାଲାଙ୍କ ଅଭିଷେକ ଦେଖିବାକୁ ସାରା ବିଶ୍ବର କୋଟି କୋଟି ରାମଭକ୍ତ ଅପେକ୍ଷା କରିଛନ୍ତି । ଏତତ ବ୍ୟତୀତ ସାରା ଦଶରେ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ମଧ୍ୟ ରାମଲାଲାଙ୍କ ଦର୍ଶନ ପାଇଁ ଉତ୍ସକତାର ସହ ଅପେକ୍ଷାରତ । ଆସନ୍ତା 22 ଜାନୁୟାରୀ 2024ରେ ସମସ୍ତଙ୍କ ଅପେକ୍ଷାର ଅନ୍ତ ହେବ ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସୂଚନା ଅନୁସାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ 7ଦିନ ଧରି ଚାଲିବ । ଏହି ସମୟରେ ଦେଶବ୍ୟାପୀ ସମସ୍ତ ମନ୍ଦିରର ସାଜସଜ୍ଜା ସହ ସ୍ବତନ୍ତ୍ର ପୂଜା ପାଠ କରାଯିବ । ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ବିଶ୍ବବ୍ୟାପୀ କରାଯିବ ।

ଗତ 5 ଅଗଷ୍ଟ 2020 ରେ ରାମ ଅଯୋଧ୍ୟାରେ ଗଗନଶ୍ଚୁମ୍ଭୀ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଭିତ୍ତି ପ୍ରସ୍ତର ସ୍ଥାପନ ପରେ ପରେ ନିର୍ମାଣ କାର୍ଯ୍ୟକୁ ଯୋରଦାର କରିଛି ନିର୍ମାଣାରୀ ସଂସ୍ଥା । ଏଥିପାଇଁ ସାରା ଦେଶରୁ ଶ୍ରମିକ ନିୟୋଜିତ ହେବା ସହ, ଦେଶର ବିଭିନ୍ନ ରାଜ୍ୟରୁ ବିଭିନ୍ନ ସାମଗ୍ରୀ ଅଣାଯାଇଛି । ଏହାସହ ରାମଲାଲାଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ପାଇଁ ନେପାଳ ସମେତ କର୍ଣ୍ଣାଟକ, ଓଡିଶା ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ସ୍ବତନ୍ତ୍ର ସାଲିଗ୍ରାମ ଶିଳା ଅଣାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସମ୍ପୂର୍ଣ୍ଣ ପ୍ରକଳ୍ପ ଶେଷ ହେବା ପାଇଁ 2026କୁ ସମୟ ନିର୍ଦ୍ଧାରିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.