ETV Bharat / bharat

ସ୍ବାଧୀନତା ସଂଗ୍ରାମୀ ଅହମଦୁଲ୍ଲା ଶାହଙ୍କ ନାଁରେ ପରିଚିତ ହେବ ଅଯୋଧ୍ୟା ମସଜିଦ - ସ୍ବାଧିନତା ସଂଗ୍ରାମୀ ଅହମଦୁଲ୍ଲା ଶାହ

ଅଯୋଧ୍ୟାରେ ପ୍ରସ୍ତାବିତ ମସଜିଦ ଓ ହସ୍ପିଟାଲ ପରିସରର ଜଣାଶୁଣା ସ୍ବାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ମୌଲବୀ ଅହମଦୁଲ୍ଲା ଶାହ ଫୈଜାବାଦୀଙ୍କ ନାଁରେ ରଖାଯିବ । ଅଧିକ ପଢନ୍ତୁ...

ସ୍ବାଧିନତା ସଂଗ୍ରାମୀ ଅହମଦୁଲ୍ଲା ଶାହଙ୍କ ନାଁରେ ପରିଚିତ ହେବ ଅଯୋଧ୍ୟା ମସଜିଦ

author img

By

Published : Jun 6, 2021, 10:11 PM IST

ଅଯୋଧ୍ୟା: ଉତ୍ତରପ୍ରଦେଶ ଅଯୋଧ୍ୟାର ଧନ୍ନୀପୁର ଗାଁରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ମସଜିଦ ଓ ହସ୍ପିଟାଲ ପରିସରର ଜଣାଶୁଣା ସ୍ବାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ମୌଲବୀ ଅହମଦୁଲ୍ଲା ଶାହ ଫୈଜାବାଦୀଙ୍କ ନାଁରେ ରଖାଯିବ । 164 ବର୍ଷ ପୂର୍ବରୁ ଅହମଦୁଲ୍ଲାଙ୍କ ପରଲୋକ ହୋଇଥିଲା ।

ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ 1857ରେ ସିପାହୀ ବିଦ୍ରୋହ ବର୍ଷ ପରେ ଅବଧକୁ ବ୍ରିଟିଶ ପ୍ରଭୁତ୍ବରୁ ମୁକ୍ତ କରିବା ପାଇଁ ଫୈଜାବାଦୀଙ୍କ ପରେ ମସଜିଦ, ହସ୍ପିଟାଲ, ସଂଗ୍ରାହାଳୟ, ଅନୁସନ୍ଧାନ କେନ୍ଦ୍ର ସହିତ ପୁରା ଯୋଜନାକୁ ସମର୍ପିତ କରିବାର ନିର୍ଣ୍ଣୟ ନେଇଥିଲେ । ଏହାକୁ ସ୍ବାଧିନତାର ପ୍ରକାଶସ୍ତମ୍ଭ ମଧ୍ୟ କୁହାଯାଏ ।

ଆଇଆଇସିଏଫ ସଚିବ ହୁସୈନ କହିଛନ୍ତି, ଅହମଦୁଲ୍ଲା ଶାହଙ୍କ ଶହୀଦ ଦିବସରେ ସମ୍ପୂର୍ଣ୍ଣ ପ୍ରୋଜେକ୍ଟକୁ ତାଙ୍କ ନାଁରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଜାନୁଆରୀରେ ମୌଲବୀ ଫୈଜାବାଦୀଙ୍କୁ ଅନୁସନ୍ଧାନ କେନ୍ଦ୍ର ସମର୍ପିତ କରାଯାଇଥିଲା । ଏହା ହିନ୍ଦୁ ମୁସଲିମ ଭାଇଚାରାର ପ୍ରତୀକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.