ETV Bharat / bharat

ସାମାନ୍ୟ ବଚସାକୁ ନେଇ ହତ୍ୟା ଉଦ୍ୟମ, ପାଦରେ କଣ୍ଟା ଫୁଟାଇଲେ ଦୁର୍ବୃତ୍ତ

ଝାଡଖଣ୍ଡର ଅଭାବନୀୟ ଘଟଣା, ହତ୍ୟା ଉଦ୍ଦେଶ୍ୟରେ ବ୍ୟକ୍ତିଙ୍କ ପାଦକୁ କଣ୍ଟାରେ ଆକ୍ରମଣ । ଅଳ୍ପକେ ବର୍ତ୍ତିଗଲା ଜୀବନ । ଅଧିକ ପଢନ୍ତୁ

author img

By

Published : Oct 11, 2022, 9:39 AM IST

Updated : Oct 11, 2022, 11:00 AM IST

ପିଲାଙ୍କ ବଚସାକୁ ନେଇ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ, ପାଦରେ କଣ୍ଟା ଫୁଟାଇଲେ ଦୁର୍ବୃତ୍ତ

ରାଞ୍ଚି:ସୀମା ଟପିଲା ବର୍ବରତା, ହତ୍ୟା ଉଦ୍ଦେଶ୍ୟରେ ବ୍ୟକ୍ତିଙ୍କ ପାଦକୁ କଣ୍ଟାରେ ଆକ୍ରମଣ । ଅଳ୍ପକେ ବର୍ତ୍ତିଗଲା ଜୀବନ । ଏଭଳି ଘଟଣା ଘଟିଛି ଝାଡଖଣ୍ଡର ଗରଓ୍ବାରେ । ଏନେଇ ମେରାଲ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରିଥିବା ଜଣାପଡିଛି । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବସରୁଦ୍ଦିନ । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଓ ଅଭିଯୁକ୍ତଙ୍କ ପିଲାଙ୍କ ମଧ୍ୟରେ ଟଙ୍କାକୁ ନେଇ ଝଗଡା ଲାଗିବାରୁ ଅଭିଯୁକ୍ତ ଜଣଙ୍କ ବସରୁଦ୍ଦିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ଏହା ମଦ୍ୟ ପଢନ୍ତୁ-ମା’ ସାମ୍ନାରେ ନାବାଳିକାକୁ ଗଣଦୁଷ୍କର୍ମ, 2 ଗିରଫ

ପୋଲିସର ସୂଚନା ଅନୁଯାୟୀ, ''ଆକ୍ରମଣର ଶିକାର ହୋଇଥିବା ବସରୁଦ୍ଦିନଙ୍କୁ ସୋମବାର କିଛି ଅଜଣା ଲୋକ ବାଇକରେ ଅପହରଣ କରି ନେଇ ନିର୍ଦ୍ଧୁମ ମାଡ ମାରିଥିଲେ । ଏହା ପରେ ତାଙ୍କ ପାଦରେ କଣ୍ଟା ଫୁଠାଇଥିଲେ । ଫଳରେ ବ୍ୟକ୍ତି ଜଣଙ୍କ ସେଠାରେ ଚେତା ଶୂନ୍ୟ ହୋଇଯିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବି ତାଙ୍କୁ ଏକ ସ୍ଥାନରେ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଲୋକେ ବସିରୁଦ୍ଧିନଙ୍କୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗରଓ୍ବା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଚିହ୍ନଟ କରିଛି ।

Last Updated : Oct 11, 2022, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.