ETV Bharat / bharat

ପ୍ରଥମ ପର୍ଯ୍ୟାୟ ମତଦାନ, ବିପୁଳ ମାତ୍ରାରେ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍

author img

By

Published : Mar 27, 2021, 10:22 AM IST

ଶନିବାର ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ବିପୁଳ ମାତ୍ରାରେ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍

ନୂଆଦିଲ୍ଲୀ: ଶନିବାର ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ‘ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ମୁଁ ଆଜି ଭୋଟ୍ ଗ୍ରହଣ କରୁଥିବା ସମସ୍ତ ଲୋକଙ୍କୁ ଅନୁରୋଧ କରିବି ଯେ ରେକର୍ଡ ସଂଖ୍ୟାରେ ଭୋଟ୍ ଦିଅନ୍ତୁ’ ।

ସେ ଆହୁରୀ ମଧ୍ୟ କହିଛନ୍ତି, ‘ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି। ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରୁଛି। ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଭୋଟ୍ ଦେବାକୁ ଆହ୍ବାନ କରୁଛି ’ । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ବାଙ୍କୁରା, ପୁରଲିଆ, ଝାଡଗ୍ରାମ, ପଶ୍ଚିମ ଏବଂ ପୂର୍ବ ମିଦନାପୁର ଜିଲ୍ଲାର 30 ଟି ଆସନରେ ଭୋଟ୍ ଗ୍ରହଣ କରାଯିବ।

ପ୍ରଥମ ପର୍ଯ୍ୟାୟ ମତଦାନରେ 21 ଜଣ ମହିଳା ପ୍ରାର୍ଥୀଙ୍କ ସମେତ 191 ପ୍ରାର୍ଥୀଙ୍କ ନିର୍ବାଚନ ଭାଗ୍ୟ ସ୍ଥିର ହେବ । ଅନ୍ୟପକ୍ଷେ ଆସାମରେ ମଧ୍ୟ 12 ଟି ଜିଲ୍ଲାର 47 ଟି ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ମୋଟ୍ 264 ଜଣ ପ୍ରାର୍ଥୀ 47 ଟି ଆସନ ପାଇଁ ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.