- ଦୁବାଇରୁ ତରଳ ଅମ୍ଳଜାନ ପରିବହନ ପାଇଁ 12ଟି RTU ଟ୍ୟାଙ୍କର ପ୍ରସ୍ତୁତ ରଖାଯାଇଛି | ଭାରତୀୟ ବାୟୁସେନାସୋମବାର ଏଥିମଧ୍ୟରୁ 6ଟି ଟ୍ୟାଙ୍କର୍କୁ ଭାରତ ଆଣୁଥିବା ଆଦାନୀ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି ।
କୋରୋନା ଯୁଦ୍ଧରେ ଭାରତ ସହ ରହିଛି ବିଶ୍ବ, ବଢୁଛି ସହଯୋଗର ହାତ
15:45 April 26
ଦୁବାଇରୁ ଭାରତ ଆସିବ 12 ତରଳ ଅମ୍ଳଜାନ ଟ୍ୟାଙ୍କର
15:43 April 26
ଆମେରିକାରୁ ଭାରତ ଆସିଲା 318 ଅକ୍ସିଜେନ କନସେନଟ୍ରେଟର
ଆମେରିକାରୁ ଦିଲ୍ଲୀ ଅଭିମୁଖେ 318 ଅକ୍ସିଜେନ କନସେନଟ୍ରେଟର ଉଡାଣ ଭରିଛି । ଆମେରିକାର JFK ବିମାନବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଭାରତ ଆସୁଛି ଏହି ଅକ୍ସିଜେନ କନସେନଟ୍ରେଟର ।
15:41 April 26
ସିଙ୍ଗାପୁରରୁ ଆସିଲା 500 BiPAPs, 250 ଅକ୍ସିଜେନ କନସେନଟ୍ରେଟର
ସିଙ୍ଗାପୁରରୁ 500 BiPAPs, 250 ଅକ୍ସିଜେନ କନସେନଟ୍ରେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ନେଇ ଏକ ଏୟାର ଇଣ୍ଡିଆ ବିମାନ ରବିବାର ରାତିରେ ମୁମ୍ବାଇରେ ଅବତରଣ କରିଛି ।
14:44 April 26

ମହାମାରୀ କୋରୋନା ଯୁଦ୍ଧରେ ଏବେ ଭାରତ ସହ ରହିଛି ସମଗ୍ର ବିଶ୍ବ । କୋରୋନାକୁ ମାତ ଦେବାକୁ ଭାରତକୁ ସହଯୋଗର ହାତ ବଢାଇଛନ୍ତି ଅନେକ ଦେଶ । ସଙ୍କଟ ସମୟରେ ଅନ୍ୟ ଦେଶଗୁଡିକ ବଦାନ୍ୟତା ଦେଖାଇ ବନ୍ଧୁ ଦେଶର ପରିଚୟ ଦେଇଛନ୍ତି ।