ETV Bharat / bharat

I&B ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅନୁରାଗ ଠାକୁର - କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ

ଅନୁରାଗ କହିଛନ୍ତି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ । ଦେଶର ସର୍ବୋତ୍ତମ ବିକାଶ ପାଇଁ ଗତ 7 ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦି କଠୋର ପରିଶ୍ରମ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହାତରେ ହାତ ମିଳାଇ ଆମେ କାମ କରିବୁ ।

Anurag Thakur takes charge
Anurag Thakur takes charge
author img

By

Published : Jul 8, 2021, 11:13 AM IST

Updated : Jul 8, 2021, 11:57 AM IST

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅନୁରାଗ ଠାକୁର । ନିଜ କାର୍ଯ୍ୟାଳୟ ଆସି ନେଲେ ଦାୟିତ୍ବ । ଦାୟିତ୍ବ ନେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା । ସେହିପରି ଅନୁରାଗ କହିଛନ୍ତି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ । ଦେଶର ସର୍ବୋତ୍ତମ ବିକାଶ ପାଇଁ ଗତ 7 ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦି କଠୋର ପରିଶ୍ରମ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହାତରେ ହାତ ମିଳାଇ ଆମେ କାମ କରିବୁ ।

I&B ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅନୁରାଗ ଠାକୁର

ମୋ ପୂର୍ବ ସହଯୋଗୀ ଯେଉଁ କାମ କରିଯାଇଛନ୍ତି ତାକୁ ଆଗକୁ ବଢାଇବି । ସେହିଭଳି ମୋତେ ମିଳିଥିବା ଦାୟିତ୍ବକୁ ସଠିକ ରୂପେ ତୁଳାଇବି ବୋଲି ଅନୁରୋଗ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2021, 11:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.