ETV Bharat / bharat

Manipur landslide: ଉଦ୍ଧାରସ୍ଥଳରେ ପୁଣି ଭୂସ୍ଖଳନ, କ୍ୟାମେରାରେ ଦୃଶ୍ୟ କଏଦ

author img

By

Published : Jul 2, 2022, 12:43 PM IST

ମଣିପୁର ଭୂସ୍ଖଳନ ସ୍ଥଳରେ ଜାରି ରହିଛି ଉଦ୍ଧାର ପ୍ରକ୍ରିୟା । ପୁଣି ହେଲା ଭୂସ୍ଖଳନ । ଅଧିକ ପଢନ୍ତୁ

tragedy landslide tragedy: ଉଦ୍ଧାରସ୍ଥଳରେ ପୁଣି ଏକ ଭୂସ୍ଖଳନ, କ୍ୟମେରାରେ ହେଲା କଏଦ

ଇମ୍ଫାଲ: ମଣିପୁର ନୋନି ଜିଲ୍ଲାରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଏବେବି ଉଦ୍ଧାର ପ୍ରକ୍ରିୟା ଶେଷ ହୋଇ ନଥିବା ବେଳେ ଉକ୍ତ ସ୍ଥାନରେ ପୁଣି ଏକ ଭୂସ୍ଖଳନ ଘଟିଛି । ଭୂସ୍ଖଳନର ସମ୍ପୂର୍ଣ୍ଣ ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ମଣିପୁର ମାଉଣ୍ଟ୍ରେନିଂ ଓ ଟ୍ରାକିଂ ଆସୋସିଏସନ ପକ୍ଷରୁୁ ଏହି ଭିଡିଓ ଜାରି କରାଯାଇଛି । ତେବେ ଏଥିରେ କ୍ଷୟକ୍ଷତିର ସୂଚନା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ:-Manipur landslide: ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ, କହିଲେ ରାଜ୍ୟର ସବୁଠୁ ଦୁଃଖଦ ଘଟଣା

  • #WATCH | Another landslide hits near the tragedy site at Noney, Manipur. Details awaited.

    (Video source: Manipur Mountaineering and Tracking Association) pic.twitter.com/Bf4gq0Sj7L

    — ANI (@ANI) July 2, 2022 " class="align-text-top noRightClick twitterSection" data=" ">

ଉଦ୍ଧାର କାର୍ଯ୍ୟରେ ଜେସିବି ମେସିନ ଓ ସୁରକ୍ଷା ବଳର ଯବାନମାନେ ନିୟୋଜିତ ରହିଛନ୍ତି । ପ୍ରକ୍ରିୟା ଜାରି ରହିଥିବା ବେଳେ ପୁଣି ଥରେ ଏପରି ଭୂସ୍ଖଳନ ଉଦ୍ଧାର ପ୍ରକ୍ରିୟାରେ ବାଧା ମଧ୍ୟ ସୃଷ୍ଟି କରିଛି । ଗତକାଲି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଉଦ୍ଧାର ପକ୍ରିୟା ତଦାରଖ ମଧ୍ୟ କରିଥିଲେ । ଏବେ ସୁଦ୍ଧା 20 ମୃତଦେହ ଉଦ୍ଧାର ହୋଇସାରିଲାଣି । ମୃତକଙ୍କ ମଧ୍ୟରେ 15 ଯବାନ ଓ 5ଜଣ ସାଧାରଣ ଲୋକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.