ETV Bharat / bharat

ଭୂକମ୍ପରେ ଥରିଲା ଲଦାଖ

author img

By

Published : Apr 15, 2021, 6:33 AM IST

ଭୂକମ୍ପରେ ଥରିଲା ଲଦାଖ । ଭୂକମ୍ପ ସ୍କେଲରେ ଏହାର ତୀବ୍ରତା 3.6 ରେକର୍ଡ । ଅଧିକ ପଢନ୍ତୁ...

An earthquake of 3.6 magnitude on the Richter scale was felt in Ladakh
ଭୂକମ୍ପରେ ଥରିଲା ଲଦାଖ

କାର୍ଗିଲ: ଭୂକମ୍ପରେ ଥରିଲା ଲଦାଖ । ଭୂକମ୍ପ ସ୍କେଲରେ ଏହାର ତୀବ୍ରତା 3.6 ରେକର୍ଡ କରାଯାଇଛି । ବୁଧବାର ରାତି 9 ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି ।ଏହାର କେନ୍ଦ୍ର ସ୍ଥଳ ଲଦାଖରୁ 51 କିଲୋମିଟର ଦୂର ପଶ୍ଚିମ ଆଲଚିରେ ହୋଇଥିବା ଜଣାପଡିଛି ।

ଭୂମିକମ୍ପର ଗଭିରତା 5 କିଲୋମିଟର ଥିବା ଜଣାପଡିଛି । ତେବେ, ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡିଛି । l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.