ପାଟନା: ସେନାର ଜଣେ ଯବାନଙ୍କୁ ଗୁଳି କରି ହତ୍ୟା (Army jawan killed in Bihar) କରିଛନ୍ତି ଲୁଟ କରିବାକୁ ଆସିଥିବା ଦୁର୍ବୃତ୍ତ । ବିହାର ରାଜଧାନୀ ପାଟନା ନିକଟବର୍ତ୍ତୀ କନକରବାଗ ଥାନା ଅଞ୍ଚଳରେ ଆଜି ଏପରି ଏକ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତ ଯବାନ ଜଣଙ୍କ ଭାରତୀୟ ସେନାରେ କାର୍ଯ୍ୟରତ ବବୁଲ କୁମାର ବୋଲି ଜଣାପଡିଛି । ଲୁଟ ଉଦ୍ଦେଶ୍ୟରେ ଏକ ବାଇକରେ ଆସିଥିବା ଦୁଇ ଅଭିଯୁକ୍ତ ଏହି ଗୁଳିକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି ।
-
Bihar | An Army jawan, Bablu Kumar shot dead by two bike-borne men allegedly during a loot attempt today around 3am near Chiraiyatand Bridge under Kankarbagh Police Station limits in Patna. He was on his way to board Rajdhani Express to Guwahati. Investigation by local Police on. pic.twitter.com/ELKRCNyWJI
— ANI (@ANI) August 18, 2022 " class="align-text-top noRightClick twitterSection" data="
">Bihar | An Army jawan, Bablu Kumar shot dead by two bike-borne men allegedly during a loot attempt today around 3am near Chiraiyatand Bridge under Kankarbagh Police Station limits in Patna. He was on his way to board Rajdhani Express to Guwahati. Investigation by local Police on. pic.twitter.com/ELKRCNyWJI
— ANI (@ANI) August 18, 2022Bihar | An Army jawan, Bablu Kumar shot dead by two bike-borne men allegedly during a loot attempt today around 3am near Chiraiyatand Bridge under Kankarbagh Police Station limits in Patna. He was on his way to board Rajdhani Express to Guwahati. Investigation by local Police on. pic.twitter.com/ELKRCNyWJI
— ANI (@ANI) August 18, 2022
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ 3ଟା ବେଳେ ଯବାନ ଜଣଙ୍କ ଗୌହାଟୀ ଅଭିମୁଖେ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବାକୁ ଯାଉଥିଲେ । ସେହି ସମୟରେ ବାଇକରେ ଆସିଥିବା ଦୁଇ ଅଭିଯୁକ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ (Army jawan shot dead) । ତେବେ ଉକ୍ତ ଦୁଇ ଦୁର୍ବୃତ୍ତ ଲୁଟ ଉଦ୍ୟମରେ ଆସିଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଯବାନ ବବୁଲଙ୍କର ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ