ETV Bharat / bharat

ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ଏବେ ପରମ୍ପରା ଚାଲିଛି: ଅମିତ ଶାହ

ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପଶ୍ଟିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ପରମ୍ପରା ଚାଲିଛି ବୋଲି ଅମିତ ଶାହ କହିଛନ୍ତି । ଅଧିକ ପଢନ୍ତୁ

ପଶ୍ଟିମବଙ୍ଗ ବିଜେପି ନେତାଙ୍କ ହତ୍ଯା ଘଟଣା, ସିବିଆଇ ତଦନ୍ତ ଦାବି କଲେ ଅମିତ ଶାହା

author img

By

Published : May 7, 2022, 7:52 AM IST

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ପରମ୍ପରା ଚାଲିଛି ବୋଲି ଅମିତ ଶାହ କହିଛନ୍ତି । ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କାଶିପୁରରେ ବିଜେପି ଯୁବ ମୋର୍ଚ୍ଚା ନେତା ଅର୍ଜୁନ ଚୌରାସିଆଙ୍କ ପରିବାରକୁ ଭେଟିବା ସହ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି ବୋଲି ସେ କହିଛନ୍ତି ।

ସେହିପରି ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ଏବେ ପରମ୍ପରା ହୋଇଛି ବୋଲି ଶାହ କହିବା ସହ ଅର୍ଜୁନ ଚୌରାସିଆଙ୍କ ହତ୍ୟା ଘଟଣା ସିବିଆଇ ତଦନ୍ତ କରୁ ବୋଲି ଦାବି କରିଛନ୍ତି । ମମତା ବାନାର୍ଜୀ ସରକାର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶାହ କହିଛନ୍ତି । ସେହିଭଳି ବିଜେପି ଆଇନ ଉପରେ ଭରସା କରେ । ଏଣୁ ଭାରତୀୟ ଜନତା ପାର୍ଟି ହତ୍ୟା ଏବଂ ପ୍ରତିଶୋଧର ରାଜନୀତିକୁ ତୀବ୍ର ନିନ୍ଦା କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.