ETV Bharat / bharat

Bijapur Encounter: ନକ୍ସଲଙ୍କ ହାତରେ ଆମେରିକା ନର୍ମିତ ରାଇଫଲ, ବଢିଲା ଚିନ୍ତା

author img

By

Published : Dec 3, 2022, 10:39 PM IST

ଛତିଶଗଡ ବିଜାପୁର ଏନକାଉଣ୍ଟର ପରେ ନିହତ ମାଓବାଦୀଙ୍କ ଠାରୁ ଜବତ ହେଲା ଆମେରିକା ନର୍ମିତ ଅତ୍ୟାଧୁନିକ ରାଇଫଲ (American weapon recovered from Naxalite in Bijapur)। ବଢିଲା ପୋଲିସର ଚିନ୍ତା । ତଦନ୍ତ ଜାରି ରହିଥିବା କହିଲେ ସ୍ଥାନୀୟ ଏସପି । ଅଧିକ ପଢନ୍ତୁ

Bijapur encountere: ନକ୍ସଲ କ୍ୟାମ୍ପରୁ ଜବତ ହେଲା ଆମେରିକା ନର୍ମିତ ରାଇଫଲ

ରାୟପୁର: ନକ୍ସଲ ବ୍ୟବହାର କୁରଛନ୍ତି ଆମେରିକା ନିର୍ମିତ ଅତ୍ୟାଧୁନିକ ରାଇଫଲ । ନିକଟରେ ଛତିଶଗଡ ବିଜାପୁର ଜଙ୍ଗଲରେ ଏନକାଉଣ୍ଟର ପରେ ନିହତ ମାଓବାଦୀଙ୍କ ଠାରୁ ଜବତ ହୋଇଥିବା ଏକ ରାଇଫଲ ଆମେରିକା ନିର୍ମିତ ବୋଲି ଜଣାପଡିବା ପରେ ପୋଲିସର ଚିନ୍ତା ବଢିଛି(American weapon recovered from Naxalite in Bijapur) । ଏହି ଆମେରିକୀୟ ଅତ୍ୟାଧୁନିକ ରାଇଫଲ ନକ୍ସଲଙ୍କ ନିକଟରେ କିପରି ପହଞ୍ଚିଲା ସେନେଇ ପୋଲିସ ଗମ୍ଭୀରତାର ସହ ତଦନ୍ତ କରୁଛି ।

ବିଜାପୁର ଏସ.ପି ଅଜନେୟ ଭର୍ସନେୟ (SP Anjaneya Varshney) ଘଟଣା ସମ୍ପର୍କରେ ସୂଚନା ଦେଇ ଜବତ ହୋଇଥିବା ରାଇଫଲଟି ଆମେରିକା ନିର୍ମିତ ବୋଲି ସ୍ପଷ୍ଟ କରିଛନ୍ତି । ସେଥିରେ ଯେଉଁ ଅତ୍ୟାଧୁନିକ ଫିଚର ରହିଛି ତାହା ଅଧିକ କ୍ରିୟାଶୀଳ ଭାବେ ବ୍ୟବହାରକ୍ଷମ ବୋଲି ମଧ୍ୟ ଏସ.ପି କହିଛନ୍ତି । ତେବେ ଏହି ରାଇଫଲଟି ନକ୍ସଲଙ୍କ ନିକଟକୁ କେମିତି ଆସିଲା ସେ ନେଇ ତଦନ୍ତ ଜାରି ରହିଛି ଓ ରାଇଫଲଟିର ବିଭିନ୍ନ ସୂଚନାକୁ ଯାଞ୍ଚ କରାଯାଉଥିବା ଏସ.ପି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.