ETV Bharat / bharat

ମନ କିଣିଲା ମନୋରଞ୍ଜନ ଜଗତ: ଚମକିଲା ଓଡିଆ ଫିଲ୍ମ, ଚମକିଲେ ବଲିଉଡ ଷ୍ଟାର

author img

By

Published : Dec 25, 2021, 5:13 PM IST

Updated : Dec 25, 2021, 5:31 PM IST

ଆଉ ଦିନ କେଇଟା ମଧ୍ୟରେ ପୃଥିବୀ ପୃଷ୍ଠରୁ ୨୦୨୧ ନେବ ବିଦାୟ । ନୂଆ ସମ୍ଭାବନା, ନୂଆ ସଂକଟ ଓ ନୂଆ ସଂକଳ୍ପର ସମ୍ଭାର ନେଇ ଓହ୍ଲାଇ ଆସିବ ବର୍ଷ ୨୦୨୨ । ତେବେ ୨୦୨୧ ରେ ବଲିଉଡ କଣ ହରାଇଥିଲା, କଣ ପାଇଥିଲା, କଣ ଆୟୋଜିତ କରିଥିଲା । ଚାଲନ୍ତୁ ଦେଖିବା ଆମର ସ୍ବତନ୍ତ୍ର ଉପସ୍ଥାପନା ‘ଫର୍ଦ୍ଦ ୨୦୨୧’ରେ...

ମନ କିଣିଲା ମନୋରଞ୍ଜନ ଜଗତ: ଚମକିଲା ଓଡିଆ ଫିଲ୍ମ, ଚମକିଲେ ବଲିଉଡ ଷ୍ଟାର
ମନ କିଣିଲା ମନୋରଞ୍ଜନ ଜଗତ: ଚମକିଲା ଓଡିଆ ଫିଲ୍ମ, ଚମକିଲେ ବଲିଉଡ ଷ୍ଟାର

ହାଇଦ୍ରାବାଦ: ସରି ସରି ଆସୁଛି ବର୍ଷ ୨୦୨୧ । ଆଉ ଦିନ କେଇଟା ମଧ୍ୟରେ ପୃଥିବୀ ପୃଷ୍ଠରୁ ୨୦୨୧ ନେବ ବିଦାୟ । ନୂଆ ସମ୍ଭାବନା, ନୂଆ ସଂକଟ ଓ ନୂଆ ସଂକଳ୍ପର ସମ୍ଭାର ନେଇ ଓହ୍ଲାଇ ଆସିବ ବର୍ଷ ୨୦୨୨ । ଘଟଣା, ଦୁର୍ଘଟଣା, ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ, ସ୍ବାସ୍ଥ୍ୟ, କୃଷି, ଭିତ୍ତିଭୂମି, ପ୍ରତିରକ୍ଷା , ରାଜନୀତି, ଲକଡାଉନ ସଟଡାଉନ, କଳା, ସଂସ୍କୃତିକୁ ନେଇ ବେଶ ଘଟଣା ବହୁଳ ଥିଲା ବର୍ଷ ୨୦୨୧ । ତେବେ ଦେଶର ମନୋରଞ୍ଜନ କ୍ଷେତ୍ରେର କଣ ଘଟିଥିଲା ବଡ ଘଟଣା, କେଉଁ ଚଳଚ୍ଚିତ୍ର କାହିଁକି ଥିଲା ଚର୍ଚ୍ଚାରେ? କେଉଁ ତାରକା କେଉଁ ଫିଲ୍ମରେ ଆସିଥିଲେ ନଜର? ବଲିଉଡ କଣ ହରାଇଥିଲା କଣ ପାଇଥିଲା, କଣ ଆୟୋଜିତ କରିଥିଲା । ଚାଲନ୍ତୁ ଦେଖିବା ଆମର ସ୍ବତନ୍ତ୍ର ଉପସ୍ଥାପନା ‘ଫର୍ଦ୍ଦ ୨୦୨୧’ରେ ମନୋରଞ୍ଜନର ମନଛୁଆଁ କାହାଣୀ...

52nd IFFI(International Film Festival of India) ଫେଷ୍ଟିଭାଲ :

କୋରୋନା ମହାମାରୀ ଭିତରେ ଗୋଆରେ 2021 ଆୟୋଜିତ ହୋଇଥିଲା 52nd IFFI ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ ଗୋଆର ପାଣାଜିରେ ନଭେମ୍ବର 20 ରୁ 28 ତାରିଖ ପର୍ଯ୍ୟନ୍ତ 8 ଦିନ ଧରି ଚାଲିଥିଲା । ଏସିଆ ତଥା ଭାରତର ଏହି ବହୁ ପୁରୁଣା ଫିଲ୍ମ ଫେଷ୍ଟିଭାଲ (International Film Festival of India) ର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur), ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ (CM Pramod Sawant) ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୯୫ ଦେଶର ୬୨୪ ଟି ଫିଲ୍ମ ସ୍ଥାନ ପାଇଛି । କୋରୋନା ମହାମାରୀ ମଧ୍ୟରେ ଆୟୋଜିତ ହେଉଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ବିଭିନ୍ନ ଦେଶର ସେଲିବ୍ରେଟି ମାନେ ମଧ୍ୟ ଭର୍ଚ୍ଚୁଆଲ ଓ ବିଭିନ୍ନ ଅନଲାଇନ ମିଡିୟମରେ ଯୋଗ ଦେଇଥିଲେ । ଉଦଘାଟନୀ ସମାରୋହରେ ବଲିଉଡ ତାରକା ସଲମାନ ଖାନ ଏବଂ ରଣବୀର ସିଂ ଯୋଗଦେଇଥିବା ବେଳେ ଅଭିନେତା ରୀତେଶ ଦେଶମୁଖ, ଜେନେଲିଆ ଦେଶମୁଖ, ଶ୍ରଦ୍ଧା କପୁରଙ୍କ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଇଭେଣ୍ଟକୁ ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସମାନ୍ଥା ପ୍ରଭୁ ହୋଷ୍ଟ କରିଥିଲେ। ସମାନ୍ଥା ପ୍ରଥମ ଅଭିନେତ୍ରୀ ଯାହାଙ୍କୁ IFFI ରେ ହୋଷ୍ଟ ପାଇଁ ଆମନ୍ତ୍ରିତ କରାଯାଇଥିଲା।

ଚଳିତ ବର୍ଷ ୫୨ ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ Best Film Personality of the year ଭାବେ ଭାରତୀୟ ସିନେମାର ଡ୍ରିମଗାର୍ଲ ହେମା ମାଳିନୀକୁ ପ୍ରଦାନ କରାଯାଇଛି ।

ସେହିପରି ଆୱାର୍ଡ ଫଙ୍କସନରେ ଆମେରିକା ଫିଲ୍ମ ନିର୍ମାତା ମାର୍ଟିନ ସ୍କାର୍ସେସି (martin scorsese) ଓ ହଙ୍ଗେରୀୟାନ ଫିଲ୍ମ ନିର୍ମାତା ଇସ୍ତାୱାନ ସ୍ଜାବୋ (Hungarian filmmaker Istevan Szabo) କୁ ଭାରତୀୟ ସିନେମାର ଦିଗଦର୍ଶକ ସତ୍ୟଜିତ ରାୟ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି ।

ଶେଷ ଦିନରେ ସମ୍ମାନିତ ଗୀତିକାର ତଥା ଚେୟାରମ୍ୟାନ ସିବିଏଫସି ଶ୍ରୀ ପ୍ରସନ ଯୋଶୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ତେବେ ଏହି କାର୍ଯ୍ୟକ୍ରମରେ ଓଡିଆ ଚଳଚ୍ଚିତ୍ର 'କାଲିର ଅତୀତ' ପ୍ରଦର୍ଶିତ ହୋଇଥିଲା ଏବଂ ଏହାର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା ।

ଗ୍ରାଣ୍ଡ୍ ଜୁରି(Grand jury):

ପ୍ରସନ ଯୋଶୀ - ଗୀତିକାର ତଥା ଚେୟାରମ୍ୟାନ୍, ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)
କେତନ ମେହେତା - ନିର୍ଦ୍ଦେଶକ (director)
ଶଙ୍କର ମହାଦେବନ - ରଚନା ଏବଂ ଗାୟକ (composer and singer)
ମନୋଜ ବାଜପେୟୀ - ଅଭିନେତା (actor)
ରିଜୁଲ ପୁକ୍କୁଟି - ଓସ୍କାର ବିଜେତା ସାଉଣ୍ଡ ରେକର୍ଡର୍ (Oscar winning sound recordist)
ଭିପୁଲ ଅମୃତଲାଲ ଶାହା - ଚଳଚ୍ଚିତ୍ର ନିର୍ମାତା (filmmaker)

Selection Jury:

ବାନି ତ୍ରିପାଠୀ - ନିର୍ମାତା ଏବଂ ଅଭିନେତା, ସଦସ୍ୟ CBFC
ଅନନ୍ତ ବିଜୟ - ଲେଖକ (writer)
ୟତିନ୍ଦ୍ର ମିଶ୍ର - ରଚୟିତା ଏବଂ ଲେଖକ (author and writer)
ସଞ୍ଜୟ ପୁରାଣ ସିଂ ଚୌହାନ - ଚଳଚ୍ଚିତ୍ର ନିର୍ମାତା (filmmaker)
ସଚିନ ଖେଡେକର - ଅଭିନେତା, ନିର୍ଦ୍ଦେଶକ (actor, director)

International jury:

ନୀଳ ମାଧବ ପଣ୍ଡା(ଭାରତ, ଓଡିଶା) ନିର୍ମାତା ଏବଂ ନିର୍ଦ୍ଦେଶକ( Nila Madhab Panda (India, odisha), producer and director
ରାଖସନ ବାନିଏତେମାଡ (ଇରାନ), ଚଳଚ୍ଚିତ୍ର ନିର୍ମାତା, ଚେୟାରମ୍ୟାନ୍ (Rakhshān Banietemad (Iran), filmmaker, Chairperson)
ଷ୍ଟିଫେନ୍ ୱଲି (ୟୁକେ), ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ (Stephen Woolley (UK), film producer and director)
ସିରୋ ଗୁଏରା (କଲମ୍ବିଆ), ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ସ୍କ୍ରିନ୍ ରାଇଟର୍ (Ciro Guerra (Columbia), film director and screenwriter)
ଭିମୁକ୍ତି ଜୟସୁନ୍ଦର (ଶ୍ରୀଲଙ୍କା), ଚଳଚ୍ଚିତ୍ର ନିର୍ମାତା, ସମାଲୋଚକ ଏବଂ ଜଣେ ଭିଜୁଆଲ୍ କଳାକାର (Vimukthi Jayasundara (Srilanka), filmmaker, critic and a visual artist)

Feature film jury:

ଏସ.ଭି ରାଜେନ୍ଦ୍ର ସିଂ ବାବୁ (ଭାରତ), ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା , କନ୍ନଡ ସିନେମାରେ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରନ୍ତି (SV Rajendra Singh Babu (India filmmaker and actor, works in Kannada cinema, Chairperson)
ରାଜେନ୍ଦ୍ର ହେଗଡେ, ଅଡିଓଗ୍ରାଫର (Rajendra Hegde, audiographer)
ମାଖୋନମାନି ମୋଙ୍ଗସାବା, ଚଳଚ୍ଚିତ୍ର ନିର୍ମାତା (Makhonmani Mongsaba, filmmaker)
ବିନୋଦ ଅନୁପମା, ଚଳଚ୍ଚିତ୍ର ସମାଲୋଚକ (Vinod Anupama, film critic)
ଜୟଶ୍ରୀ ଭଟ୍ଟଚାର୍ଯ୍ୟ, ଚଳଚ୍ଚିତ୍ର ନିର୍ମାତା (Jayashree Bhattcharya, filmmaker)
ଜ୍ଞାନ ସାହାୟ, ସିନେମାଟୋଗ୍ରାଫର (Gyan Sahay, cinematographer)
ପ୍ରସନ୍ତନୁ ମହାପାତ୍ର, ସିନେମାଟୋଗ୍ରାଫର (Prasantanu Mohapatra, cinematographer)
ହେମେନ୍ଦ୍ର ଭାଟିଆ, ଅଭିନେତା, ଲେଖକ ଏବଂ ଚଳଚ୍ଚିତ୍ର ନିର୍ମାତା (Hemendra Bhatia, actor, writer and filmmaker)
ଅସୀମ ବୋଷ, ସିନେମାଟୋଗ୍ରାଫର (Asim Bose, cinematographer)
ପ୍ରମୋଦ ପାୱାର, ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା (Pramod Pawar, actor and filmmaker)
ମଞ୍ଜୁନାଥ ଟି ଏସ, ସିନେମାଟୋଗ୍ରାଫର (Manjunath T S, cinematographer)
ମଳୟ ରୟ, ଚଳଚ୍ଚିତ୍ର ନିର୍ମାତା (Malay Ray, filmmaker)
ପରାଗ ଚାପେକର, ଚଳଚ୍ଚିତ୍ର ନିର୍ମାତା, ସାମ୍ବାଦିକ (Parag Chhapekar, filmmaker, journalist)

Non-feature film jury:

ଏସ୍ ନାଲାମୁଥୁ (ଭାରତ) ,ବନ୍ୟଜନ୍ତୁ ତଥା ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା, ଚେୟାରମ୍ୟାନ୍ (S. Nallamuthu (India), leading wildlife and documentary )
ଅକାଶାଦିତ୍ୟ ଲାମା, ଚଳଚ୍ଚିତ୍ର ନିର୍ମାତା (Akashaditya Lama, filmmaker)
ସିବାନୁ ବୋରାହ, ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା (Sibanu Borah, documentary filmmaker)
ସୁରେଶ ଶର୍ମା, ଚଳଚ୍ଚିତ୍ର ନିର୍ମାତା (Suresh Sharma, film producer)
ସୁବ୍ରତ ଜ୍ୟୋତି ନେଗ, ଚଳଚ୍ଚିତ୍ର ସମାଲୋଚକ (Subrat Jyoti Neog, film critic)
ମନୀଷା କୁଲଶ୍ରେଷ୍ଠା, ଲେଖକ (Manisha Kulshreshtha, writer)
ଅତୁଲ ଗଙ୍ଗୱାର, ଲେଖକ (Atul Gangwar, writer)

Preview Committee:

ସୁରେଶ ଭରଦ୍ୱାଜ, ଏକ୍ସ ପ୍ରଫେସର ଏବଂ ଡିନ୍ NSD(Suresh Bhardwaj, Ex Prof & Dean NSD)
ମାଲତି ସାହା, ପୂର୍ବତନ ନିର୍ଦ୍ଦେଶକ IFFI (Malti Sahay, Ex Director IFFI)
ମଞ୍ଜୁଲା ଶିରୋଦକର, ସାମ୍ବାଦିକ ତଥା ଚଳଚ୍ଚିତ୍ର ସମାଲୋଚକ (Manjula Shirodkar, Journalist & Film Critic)
ସତୀନ୍ଦର ମୋହନ, ADG (Rtd) MOD, ଚଳଚ୍ଚିତ୍ର ସମାଲୋଚକ (Satinder Mohan, ADG (Rtd) MOD, Film Critic)
ରାଜେଶ ଏସ୍ ଜାଲା, ଚଳଚ୍ଚିତ୍ର ନିର୍ମାତା (Rajesh S. Jala, Film Maker)
ଜୟଦୀପ ଘୋଷ, ଚଳଚ୍ଚିତ୍ର ନିର୍ମାତା ଏବଂ ସାମ୍ବାଦିକ (Joydeep Ghosh, Film Maker & Journalist)
ଶ୍ୟାମ ମଲିକ, ଚଳଚ୍ଚିତ୍ର ନିର୍ମାତା ଏବଂ ସାମ୍ବାଦିକ (Shyam Malick, Film Maker & Journalist)
ବିଷ୍ଣୁ ଶର୍ମା, ଲେଖକ, ଚଳଚ୍ଚିତ୍ର ସମାଲୋଚକ, ସାମ୍ବାଦିକ (Vishnu Sharma, Author, Film Critic, Journalist)

ଭାରତୀୟ ପନୋରାମା 2021ର ଓପନିଂ ଫିଚର ଫିଲ୍ମ ସେମଖୋର ନିର୍ଦ୍ଦେଶିତ ଏମି ବରୁହା ଡିମାସା (ଆସାମର ଏକ ଉପଭାଷା)ରେ ନିର୍ମିତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର, ଯାହା IFFIରେ ପ୍ରଦର୍ଶିତ ହୋଇଥିଲା । ଏଥିରେ ୪ଟି କ୍ରୀଡା ଉପରେ ଆଧାରିତ ଚଳଚ୍ଚିତ୍ର ମଧ୍ୟ ସ୍ଥାନ ପାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ବର୍ଷିୟାନ ଦିବଂଗତ ଅଭିନେତା ଦିଲୀପ କିମାର, ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତା, ସୁମିତ୍ରା ଭାବେ, ଅଭିନେତ୍ରୀ ସୁରେଖା ସିକ୍ରି, ଅଭିନେତା ସଞ୍ଚାରୀ ବିଜୟ ଏବଂ କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆଜାଦୀ କା ଅମୃତ ମହୋତ୍ସବ (Azadi Ka Amrit Mahotsav) ଚାଲୁଥିବା ଉତ୍ସବର ଅଂଶ ଭାବରେ ପ୍ରାୟ 18 ଟି ସ୍ବତନ୍ତ୍ର କ୍ୟୁରେଟେଡ୍ ଚଳଚ୍ଚିତ୍ର ଉପସ୍ଥାପିତ ହୋଇଥିଲା । ଇରାନ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ଅନ୍ତର୍ଜାତୀୟ ଜୁରିର ଅଧ୍ୟକ୍ଷତା କରିଥିଲେ । ଏହି ମହୋତ୍ସବରେ ଆମାଜନ୍ ପ୍ରାଇମ୍ ଭିଡିଓର ନୁଶରତ ଭରୁଚାର ଛୋରିର ସ୍ୱତନ୍ତ୍ର ୱାର୍ଲ୍ଡ ପ୍ରିମିୟର୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ୧୯୫୨ ରେ ଆରମ୍ଭ ହୋଇଥିବା ଏହା ଏସିଆର ସର୍ବ ବୃହତ୍ତ ଫିଲ୍ମ ଫେଷ୍ଟିଭାଲ । ଯେଉଁଠାରେ ବିଭିନ୍ନ ଦେଶର କାହାଣୀ, ପ୍ରତିଷ୍ଠିତ ବ୍ୟକ୍ତି ଏବଂ ନୂଆ ଚେହେରାଙ୍କୁ ଏକାଠି କରେ ।

୬୭ ତମ ଜାତୀୟ ଫିଲ୍ମ ଆୱାର୍ଡ ଉତ୍ସବ ( 67th National Film Awards):

25 ଅକ୍ଟୋବର 2021 ରେ ଦିଲ୍ଲୀର ବଜ୍ଞାନ ଭବନରେ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଦାଦାସାହେବ ଫାଲକେ ପୁରସ୍କାର ଅଭିନେତା ରଜନୀକାନ୍ତଙ୍କୁ ପ୍ରଦାନ କରାଯାଇଥିଲା। ଭାରତୀୟ ସିନେମାରେ ତାଙ୍କର ୪୫ ବର୍ଷର ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏଥି ସହିତ କଙ୍ଗନା ରଣାୱତ, ମନୋଜ ବାଜପେୟୀ ଏବଂ ଧନୁଷଙ୍କୁ ସେମାନଙ୍କ ଅଭିନୟ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା । କଙ୍ଗନା ରଣାୱତଙ୍କୁ ତାଙ୍କର ଦୁଇଟି ଫିଲ୍ମ ‘ମାଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ମନୋଜ ବାଜପେୟୀ ଫିଲ୍ମ ‘ଭୋସଲେ’ ଏବଂ ଧନୁଷଙ୍କୁ ‘ଅସୁରନ୍’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା ।

ହିନ୍ଦୀ ସିନେମା ବର୍ଗର ଶ୍ରେଷ୍ଠ ଫିଲ୍ମ ପାଇଁ ସ୍ୱର୍ଗତ ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ‘ଛିଛୋରେ’ ଚୟନ କରାଯାଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ନୀତେଶ ତିୱାରୀ। ରାଜପୁତଙ୍କ ଏହି ଫିଲ୍ମ ୨୦୧୯ ରେ ରିଲିଜ୍ ହୋଇଥିଲା । ପ୍ରିୟଦର୍ଶନଙ୍କ ମାଲାୟାଲମ୍ ଫିଲ୍ମ ‘ମରକ୍କର: ଲାଇନ୍ ଅଫ୍ ଦି ଆରବିୟାନ୍ ସି’କୁ ସର୍ବଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଦିଆଯାଇଥିଲା। ଏହି ଫିଲ୍ମରେ ମୋହନଲାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏହି କ୍ରମରେ ପୁରସ୍କାର ତାଲିକା :
ଶ୍ରେଷ୍ଠ ଓଡିଆ ଫିଲ୍ମ- ‘କାଲିର ଅତୀତ’ ଓ ‘ସଲା ବୁଢାର ବଦଲା’
ଶ୍ରେଷ୍ଠ ହିନ୍ଦୀ ଫିଲ୍ମ- ‘ଛିଛୋରେ’
ଶ୍ରେଷ୍ଠ ପାଶ୍ୱର୍ ଅଭିନେତା – ବିଜୟ ସେଥୁପତି
ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ- ପଲ୍ଲବୀ ଯୋଶୀ
ଶ୍ରେଷ୍ଠ ନିର୍ଦ୍ଦେଶକ- ସଞ୍ଜୟ ପୁରନ୍ ସିଂହ
ଶ୍ରେଷ୍ଠ ଲିରିକ୍- ପ୍ରଭା ବର୍ମା (କାଲାମ୍ବି, ତାମିଲ)

ଫିଲ୍ମ ଫେୟାର ଆୱାର୍ଡ 2021: (Filmfare Awards 2021)

ମୁମ୍ବାଇରେ 66 ତମ ଫିଲ୍ମଫେୟାର ପୁରସ୍କାର ଅନୁଷ୍ଠିତ ହୋଇଥିଲେ । ଗତବର୍ଷ କୋରୋନା ମହାମାରୀ ପାଇଁ କେତେକ ଚଳଚ୍ଚିତ୍ର ରିଲିଜ୍ ବନ୍ଦ ହୋଇ ଯାଇଥିଲା । ତେବେ ନିର୍ଦ୍ଦେଶକ ଓ ଅଭିନେତା ଚଳଚ୍ଚିତ୍ରକୁ ଓଟିଟି ମାଧ୍ୟମରେ ପ୍ରସାରିତ କରିଥିଲେ । ଯେଉଁଥିରେ ଅଭିନେତା ରାଜକୁମାର ରାଓ ଏବଂ ରିତେଶ ଦେଶମୁଖ ଆୱାର୍ଡକୁ ହୋଷ୍ଟିଂ କରିଥଲେ । ତେବେ ଏହି ସୋରେ ଦିବଙ୍ଗତ ଇରଫାନଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିଥିଲା ।

ଗତବର୍ଷ ଜାନୁଆରୀ ୧୦ ତାରିଖରେ ରିଲିଜ୍ ହୋଇଥିବା ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ-ଦ ଅନସଙ୍ଗ ୱାରିୟର ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ ଅଭିନେତା, ଟେକ୍ନିକାଲ ଆୱାର୍ଡ, ଶ୍ରେଷ୍ଠ କୋରିଓଗ୍ରାଫି, ଶ୍ରେଷ୍ଠ ସିନେମୋଟୋଗ୍ରାଫି, ଶ୍ରଷ୍ଠ ଆକ୍ସନ ସହ ଅନ୍ୟ ବର୍ଗରେ ଚୟନ ହୋଇଛି । ସେହିଭଳି ଶ୍ରେଷ୍ଠ ଅଭିନେତା ବର୍ଗରେ ସୁଶାନ୍ତ ସିଂହ ରାଜପୁତଙ୍କ ନାଁ ଦିଲ୍ ବେଚାରା ଫିଲ୍ମ ଲାଗି ନାମାଙ୍କିତ ହୋଇଛି । ଅନ୍ୟପଟେ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ଥାପ୍ପଡ଼ ମଧ୍ୟ ସମସ୍ତ ବର୍ଗରେ ସ୍ଥାନ ଅକ୍ତିଆର କରିଛି । ପଙ୍ଗା ପାଇଁ କଙ୍ଗନା ରଣାୱତଙ୍କୁ ବେଷ୍ଟ ଆକ୍ଟର ବର୍ଗରେ ଚୟନ କରାଯାଇଛି ।

ଶ୍ରେଷ୍ଠ ଆକ୍ସନ: ତାନାଜୀ ପାଇଁ ରମଜାନ ବୁଲୁଟ୍ ଓ ଆର.ପି ଯାଦବ
ସର୍ବୋତ୍ତମ ବ୍ୟାକଗ୍ରାଉଣ୍ଡ ସ୍କୋର: ଥାପ୍ପଡ ପାଇଁ ମଙ୍ଗେଶ ଉର୍ମିଲା ଧାକଡେ
ଶ୍ରେଷ୍ଠ ସିନେମାଟୋଗ୍ରାଫି: ଗୁଲାବୋ ସିତାବୋ ପାଇଁ ଅଭିକ୍ ମୁଖୋପାଧ୍ୟାୟ
ଶ୍ରେଷ୍ଠ କୋରିଓଗ୍ରାଫି: ଦିଲ ବେଚାରା ପାଇଁ ଫରାହ ଖାନସ
ସର୍ବୋତ୍ତମ ପୋଷାକ ଡିଜାଇନ୍: ଗୁଲାବୋ ସିତାବୋ ପାଇଁ ବୀରା କପୁର ଇ
ସର୍ବୋତ୍ତମ ସମ୍ପାଦନା: ଥାପ୍ପଡ ପାଇଁ ୟଶା ପୁଷ୍ପା ରାମଚାନ୍ଦାନୀ
ସର୍ବୋତ୍ତମ ପ୍ରଡକ୍ସନ ଡିଜାଇନ୍: ଗୁଲାବୋ ସିତାବୋ ପାଇଁ ମାନସୀ ଧ୍ରୁଭ ମେହେତ୍ତା
ସର୍ବୋତ୍ତମ ସାଉଣ୍ଡ୍ ଡିଜାଇନ୍: ଥାପ୍ପଡ ପାଇଁ କାମୁଦ ଖରାଡେ
ସର୍ବୋତ୍ତମ VFX: ତାନାଜୀ ପାଇଁ ପ୍ରସାଦ ସୂତାର
ଶ୍ରେଷ୍ଠ ପ୍ଲେବ୍ୟାକ ଗାୟକ (ପୁରୁଷ): ଥାପ୍ପଡରୁ ‘ଏକ ଟୁକଡା ଧୂପ୍’ ପାଇଁ ରାଘବ ଚୈତନ୍ୟ
ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ (ମହିଳା): ମଲଙ୍ଗର ଟାଇଟଲ୍ ଟ୍ରାକ୍ ପାଇଁ ଆସିସ୍ କୌର
ସର୍ବୋତ୍ତମ ମ୍ୟୁଜିକ୍ ଆଲବମ୍: ‘ଲୁଡୋ’ ପାଇଁ ପ୍ରୀତମ୍
ଶ୍ରେଷ୍ଠ ସଂଳାପ ପୁରସ୍କାର: ଗୁଲାବୋ ସିତାବୋ ପାଇଁ ଜୁହି ଚତୁର୍ବେଦୀ
ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ: ଲୁଟକେସ୍ ପାଇଁ ରାଜେଶ କ୍ରିଷ୍ଣନନ୍
ଶ୍ରେଷ୍ଠ ଡେବ୍ୟୁ ମହିଳା: ଆଲ୍ୟା ଏଫ୍
ଶ୍ରେଷ୍ଠ ଲିରିକ୍ସ: ଗୁଲଜାରଙ୍କ ଛପାକ
ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଁ: ଇରଫାନ
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା (ପୁରୁଷ): ତାନାଜୀ ପାଇଁ ସୈଫ ଅଲି ଖାନ୍
ଏକ ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା (ମହିଳା): ଗୁଲାବୋ ସିତାବୋ ପାଇଁ ଫାରୁଖ ଜାଫର
ସର୍ବୋତ୍ତମ ଚଳଚ୍ଚିତ୍ର: ଥାପ୍ପଡ୍ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍ସ): ଇବ୍ ଆଲେ ଓ
ଶ୍ରେଷ୍ଠ ନିର୍ଦ୍ଦେଶକ: ତାନାଜୀ ପାଇଁ ଓମ୍ ରାଉତ
ଶ୍ରେଷ୍ଠ ଅଭିନେତା ପୁରୁଷ (କ୍ରିଟିକ୍ସ): ଗୁଲାବୋ ସିତାବୋ ପାଇଁ ଅମିତାଭ ବଚ୍ଚନ
ଶ୍ରେଷ୍ଠ ଅଭିନେତା ମହିଳା (କ୍ରିଟିକ୍ସ): ସାର୍ ପାଇଁ ତିଳୋତମା ଶୋମେ
ଏକ ଅଗ୍ରଣୀ ଭୂମିକାରେ ଶ୍ରେଷ୍ଠ ଅଭିନେତା (ପୁରୁଷ): ଅଙ୍ଗ୍ରେଜି ମିଡିୟମ ପାଇଁ ଇରଫାନ୍
ଏକ ଅଗ୍ରଣୀ ଭୂମିକାରେ ଶ୍ରେଷ୍ଠ ଅଭିନେତା (ମହିଳା): ଥପ୍ପଡ୍ ପାଇଁ ତାପସୀ ପନ୍ନୁ

ଫିଲ୍ମଫେୟାର ସର୍ଟଫିଲ୍ମ ପୁରସ୍କାର:
ଶ୍ରେଷ୍ଠ ଚଳଚ୍ଚିତ୍ର (ଫିକ୍ସନ) ପୁରସ୍କାର: ଅର୍ଜୁନ
ଶ୍ରେଷ୍ଠ ଅଭିନେତା (ମହିଳା): ପୁରତି ସାଭରଦେକର
ଶ୍ରେଷ୍ଠ ଅଭିନେତା (ପୁରୁଷ): ଅର୍ଣ୍ଣବ ଅବଦାଗିର
ସର୍ବୋତ୍ତମ ଚଳଚ୍ଚିତ୍ର (ଲୋକପ୍ରିୟ ପସନ୍ଦ): ଦେବୀ
ସର୍ବୋତ୍ତମ ଚଳଚ୍ଚିତ୍ର (ନନ-ଫିକ୍ସନ): ବ୍ୟାକୟାର୍ଡ ୱାଇଲଡଲାଇଫ୍ ସାନଚୁରୀ

ମିର୍ଚ୍ଚି ମ୍ୟୁଜିକ ଆୱାର୍ଡ୍ସ 2021 (Mirchi Music Awards 2021 )

2021 ମାର୍ଚ୍ଚ 11-12ରେ ସ୍ମୁଲେ ମିର୍ଚି ମ୍ୟୁଜିକ୍ ଆୱାର୍ଡର 13 ତମ ସଂସ୍କରଣ ଆୟୋଜିତ ହୋଇଥିଲା | ଏହା ଗତ 10 ବର୍ଷ ମଧ୍ୟରେ ସଂଗୀତ ଶିଳ୍ପ ଏବଂ ଏହାର ପ୍ରତିଭାକୁ ପାଳନ କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିଲା । ଏହି ସୋ ର ଥିମ ଥିଲା ‘ଦସ୍ ସାଲ୍ ବେମିସାଲ୍’(Dus Saal Bemisaal) । ସୋନୁ ନିଗମ ଦ୍ବାରା ଆୟୋଜିତ ଏହି ଆୱାର୍ଡ ସୋରେ ଅନେକ ଚମତ୍କାର ପ୍ରଦର୍ଶନ କରାଯାଇଥିଲା ।

ମିର୍ଚ୍ଚି ମ୍ୟୁଜିକ ଆୱାର୍ଡ୍ସ 2021 ବିଜେତାଙ୍କ ତାଲିକା

ଦଶନ୍ଧିର ଶ୍ରେଷ୍ଠ ସଂଗୀତ: ଅଭି ମୁଝ ମେଁ କହିଁ, ଅଗ୍ନିପାଥ(ଫିଲ୍ମ) । ଗାୟକ: ସୋନୁ ନିଗମ; ସଙ୍ଗୀତକାର: ଅଜୟ - ଅତୁଲ; ଗୀତିକାର: ଅମିତାଭ ଭଟ୍ଟଚାର୍ଯ୍ୟ
ଦଶନ୍ଧିର ଶ୍ରେଷ୍ଠ ଆଲବମ: ରକଷ୍ଟାର୍
ଦଶନ୍ଧିର ଶ୍ରେଷ୍ଠ ପୁରୁଷ କଣ୍ଠଶିଳ୍ପୀ: ସୋନୁ ନିଗମ୍, ଅଭି ମୁଝ ମେଁ କହିଁ, ଅଗ୍ନିପଥ
ଦଶନ୍ଧିର ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ: ଶ୍ରେୟା ଘୋଷାଲ, ମୋହେ ରଙ୍ଗ ଦୋ ଲାଲ, ବାଜିରାଓ ମସ୍ତାନୀ(ଫିଲ୍ମ)
ଦଶନ୍ଧିର ଶ୍ରେଷ୍ଠ ସଂଗୀତକାର: ଅଜୟ-ଅତୁଲ, ଅଭି ମୁଝ ମେଁ କହିଁ, ଅଗ୍ନିପଥ(ଫିଲ୍ମ)
ଦଶନ୍ଧିର ଶ୍ରେଷ୍ଠ ଗୀତିକାର: ଅମିତାଭ ଭଟ୍ଟାଚାର୍ଯ୍ୟ, ଚାନ୍ନା ମେରେୟା, ୟେ ଦିଲ ହେ ମୁସ୍କିଲ(ଫିଲ୍ମ)
ଦଶନ୍ଧିରେ ଶ୍ରୋତାମାନଙ୍କ ପସନ୍ଦ ଗୀତ: ଅଗର ତୁମ ସାଥ ହୋ, ତମାଶା(ଫିଲ୍ମ) , ଗାୟକ: ଅରିଜିତ ସିଂ ଏବଂ ଅଲକା
ୟାଗ୍ନିକ୍; ସଙ୍ଗୀତକାର: A.R. ରେହମାନ; ଗୀତିକାର: ଇରଶାଦ କାମିଲ
ଦଶନ୍ଧିରେ ଶ୍ରୋତାମାନଙ୍କ ଚଳଚ୍ଚିତ୍ରର ପସନ୍ଦ ଆଲବମ: ଆଶିକି-2
ଦଶନ୍ଧିରେ ଶ୍ରେଷ୍ଠ ସଙ୍ଗୀତ ନିର୍ମାତା (ପ୍ରୋଗ୍ରାମିଂ ଏବଂ ଆରେଞ୍ଜିଂ): ଶୈଲ୍ ହାଦା ଏବଂ ପ୍ରୀତେଶ ମେହେତା, ଦିୱାନୀ ମସ୍ତାନୀ, ବାଜିରାଓ ମସ୍ତାନୀ
ଶ୍ରେଷ୍ଠ ସଙ୍ଗୀତ ଇଞ୍ଜିନିୟର (ରେକର୍ଡିଂ ଏବଂ ମିକ୍ସିଂ): ବିଜୟ ଦୟାଲ, ଦେବଶ୍ରୀ ଗଣେଶା, ଅଗ୍ନିପଥ(ଫିଲ୍ମ)
ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ ସ୍କୋର କଳାକାର: ଶାନ୍ତନୁ ମୋଇତ୍ରା, ମାଡ୍ରାସ କାଫେ |
ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ: ଭୁପିନ୍ଦ୍ର ସିଂ
ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ: ନରେଶ ଶର୍ମା
ଦଶନ୍ଧିର ଗୋଲ୍ଡେନ ଏରା ଆଲବମ ପାଇଁ ସ୍ବତନ୍ତ୍ର ଜୁରି ପୁରସ୍କାର: ମୋଗଲ-ଇ-ଆଜାମ
ଦଶନ୍ଧିର ଶ୍ରେଷ୍ଠ ରାଗ୍-ଅନୁପ୍ରାଣିତ ଗୀତ: ଅଲୱେଲା ସାଜନ, ବାଜିରାଓ ମସ୍ତାନୀ | ଗାୟକ: ଶଶି ସୁମନ, କୁନାଲ ପଣ୍ଡିତ, ପୃଥୱି ଗନ୍ଧର୍ଭା, କନିକା ଯୋଶୀ, ରାଶି ରାଗା ଏବଂ ଗୀତାକା ମଞ୍ଜ୍ରେକର
ସଂଗୀତ ରଚନା: ସଞ୍ଜୟ ଲୀଲା ଭଂଶାଲୀ; ଗୀତିକାର: ସିଦ୍ଧାର୍ଥ ସିଂ ଏବଂ ଗାରିମା ୱାହଲ |
ଦଶନ୍ଧିର ଶ୍ରେଷ୍ଠ ଇଣ୍ଡି ପପ୍ ଗୀତ: ଛିନେରେ ମୋରା ଚେନ୍, କୋକ୍ ଷ୍ଟୁଡିଓ 3 ଏପିସୋଡ୍ - 4,
ଗାୟକ: ସଲିମ-ସୁଲେମାନ ଏବଂ ରସିଦ ଖାନ
ସଂଗୀତ ରଚନା: ସଲିମ-ସୁଲେମାନ
ଗୀତିକାର: ଶ୍ରଦ୍ଧା ପଣ୍ଡିତ
ମିର୍ଚି ସୋସିଆଲ ମିଡିଆ ଷ୍ଟାର: ଧବାନୀ ଭାନୁଶାଲି
ମିର୍ଚି ଟ୍ରେଣ୍ଡସେଟର୍ ଅଫ ଦି ୟର୍: ୟଶରାଜ ମୁଖେଟ୍
ମିର୍ଚି ମେକ ଇଟ ହଟ: ସୋନୁ ସୁଦ୍
ସ୍ମୁଲେର ମୋଷ୍ଟ ଜ୍ୟାମ୍ଡ କଳାକାର: ଅରମାନ୍ ମଲିକ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 25, 2021, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.