ETV Bharat / bharat

ସ୍କୁଲ କରିବାକୁ କୋଟିଏ ଟଙ୍କା ଦେଲେ ସୁପରଷ୍ଟାର ଅକ୍ଷୟ କୁମାର

author img

By

Published : Jun 17, 2021, 7:51 PM IST

Updated : Jun 17, 2021, 8:34 PM IST

ବଲିଉଡ ଅଭିନେତା ଅକ୍ଷୟ କୁମାର ଗୁରୁବାର ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଲାଇନ ଅଫ କଣ୍ଟ୍ରୋଲ ନିକଟ ନିରୁ ଗାଁର ସ୍କୁଲ କୋଠା ନିର୍ମାଣ ପାଇଁ 1 କୋଟି ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ...

ସ୍କୁଲ କରିବାକୁ  କୋଟିଏ ଟଙ୍କା ଦେଲେ  ସୁପରଷ୍ଟାର ଅକ୍ଷୟ କୁମାର
ସ୍କୁଲ କରିବାକୁ କୋଟିଏ ଟଙ୍କା ଦେଲେ ସୁପରଷ୍ଟାର ଅକ୍ଷୟ କୁମାର

ଶ୍ରୀନଗର: ନିଜର ଅଭିନୟ ଆଉ ଦମଦାର ଆକ୍ସନକୁ ନେଇ ଯେତିକି ପରିଚିତ, ତାଠାରୁ ଅଧିକ ଦେଶ ପ୍ରେମ ଓ ଦେଶ ସେବାକୁ ନେଇ ଚର୍ଚ୍ଚାରେ ବଲିଉଡ ଖିଲାଡି ଅକ୍ଷୟ କୁମାର । କୋରୋନା ସଙ୍କଟ ସମୟରେ କାଶ୍ମୀର ଗସ୍ତ କରି ଭାରତୀୟ ସୈନିକଙ୍କୁ ଭେଟିଛନ୍ତି ଅକ୍ଷୟ ।

କାଶ୍ମୀରର ନେରୁ ଗାଁରେ ପହଞ୍ଚି ବିଏସଏଫ ଯବାନଙ୍କୁ ଭେଟିଛନ୍ତି ଅକ୍ଷୟ କୁମାର । କେବଳ ଏତିକି ନୁହେଁ, ନିରୁ ଗାଁର ଏକ ସ୍କୁଲ ପାଇଁ 1 କୋଟି ଟଙ୍କା ଦାନ ଦେଇଛନ୍ତି ବଲିଉଡ ଅଭିନେତା ।

ବଲିଉଡ ଅଭିନେତା ଅକ୍ଷୟ କୁମାର ଗୁରୁବାର ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଲାଇନ ଅଫ କଣ୍ଟ୍ରୋଲ ନିକଟ ନିରୁ ଗାଁର ସ୍କୁଲ କୋଠା ନିର୍ମାଣ ପାଇଁ 1 କୋଟି ଟଙ୍କା ଦାନ କରିଛନ୍ତି। ସୁପରଷ୍ଟାର ଗୁରୁବାର ଅପରାହ୍ନରେ ନିରୁ ଗାଁର ପରିଦର୍ଶନ କରିବା ପରେ ସ୍କୁଲ କୋଠା ନିର୍ମାଣ ପାଇଁ 1 କୋଟି ଦାନ କରିଥିଲେ ।

Last Updated : Jun 17, 2021, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.