ETV Bharat / bharat

ଚାନ୍ଦିପୁରରେ Akash Prime ମିସାଇଲର ସଫଳ ପରୀକ୍ଷଣ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Sep 27, 2021, 7:36 PM IST

Updated : Sep 27, 2021, 10:48 PM IST

ଓଡିଶାର ଚାନ୍ଦିପୁର ITR ଟେଷ୍ଟିଂ ରେଞ୍ଜରେ ଆକାଶ ମିସାଇଲର ନୂଆ ଭର୍ସନକୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ପକ୍ଷରୁ ଦିଆଯାଇଛି ସୂଚନା । ଅଧିକ ପଢନ୍ତୁ...

ଚାନ୍ଦିପୁରରେ Akash Prime ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ବର: ଆକାଶ ମିସାଇଲର ନୂଆ ସଂସ୍କରଣ 'ଆକାଶ ପ୍ରାଇମ' (Akash Prime)ର ହୋଇଛି ସଫଳ ପରୀକ୍ଷଣ । ଓଡିଶାର ଚାନ୍ଦିପୁର ITR ଟେଷ୍ଟିଂ ରେଞ୍ଜରେ ଆକାଶ ମିସାଇଲକୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ(DRDO) ପକ୍ଷରୁ ଦିଆଯାଇଛି ସୂଚନା ।

  • #WATCH | A new version of Akash Missile – ‘Akash Prime’ successfully tested from Integrated Test Range (ITR), Chandipur, Odisha today. It intercepted & destroyed an unmanned aerial target mimicking enemy aircrafts, in its maiden flight test after improvements

    Video source: DRDO pic.twitter.com/Mx1RPBIKla

    — ANI (@ANI) September 27, 2021 " class="align-text-top noRightClick twitterSection" data=" ">

ଏହି ମିସାଇଲ୍ ମଝିଆକାଶରେ ଟାର୍ଗେଟକୁ ହିଟ୍ କରିଛି । ଏକ ମାନବବିହୀନ ଡ୍ରୋନକୁ ଲକ୍ଷ୍ୟଭେଦ କରିଥିବା ସୂଚନା ରହିଛି ।

ଆକାଶର ସଫଳ ପରୀକ୍ଷଣ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • Congratulate @DRDO_India on the successful maiden flight testing of Akash Prime Missile equipped with an indigenous active Radio Frequency (RF) seeker, from Integrated Test Range (ITR), Chandipur, off the coast of #Odisha. #DRDO

    — Naveen Patnaik (@Naveen_Odisha) September 27, 2021 " class="align-text-top noRightClick twitterSection" data=" ">

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 27, 2021, 10:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.