ଗାନ୍ଧୀନଗର: AIMIM ନେତା ଦାନିଶ କ୍ୟୁରେସୀଙ୍କୁ ଗିରଫ କରିଛି ଅହମ୍ମଦାବାଦ ପୋଲିସ । ସୋସିଆଲ ମିଡିଆରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ତଥା ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି କଲା ଭଳି ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
-
Ahmedabad | AIMIM leader Danish Qureshi arrested by police for his alleged derogatory remarks on "Shivling", amid Gyanvapi mosque row
— ANI (@ANI) May 18, 2022 " class="align-text-top noRightClick twitterSection" data="
">Ahmedabad | AIMIM leader Danish Qureshi arrested by police for his alleged derogatory remarks on "Shivling", amid Gyanvapi mosque row
— ANI (@ANI) May 18, 2022Ahmedabad | AIMIM leader Danish Qureshi arrested by police for his alleged derogatory remarks on "Shivling", amid Gyanvapi mosque row
— ANI (@ANI) May 18, 2022
ଉତ୍ତର ପ୍ରଦେଶର ବାରାଣାସୀରେ ଥିବା ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି ଆପତ୍ତିଜନକ ତଥା ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ତାଙ୍କୁ ପୋଲିସ ଉଠାଇ ନେଇଛିି । ଦାନିଶ କ୍ୟୁରେସୀଙ୍କ ବିରୋଧରେ IT ଆକ୍ଟ ଓ IPC ର ଧାରା 153-A, 295-A ରେ ମାମଲା ରୁଜୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ