ETV Bharat / bharat

2022 ବିଧାନସଭା ନିର୍ବାଚନ ପାଇଁ AIMIMର ପ୍ରାର୍ଥୀ ଘୋଷଣା - ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ

2022 ବିଧାନସଭା ନିର୍ବାଚନ ପାଇଁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (AIMIM) ପ୍ରଥମ ପ୍ରାର୍ଥୀ ଘୋଷଣା କରିଛି। ଅଧିକ ପଢନ୍ତୁ...

ଏଆଇଏମଆଇଏମର ପ୍ରର୍ଥୀ ଘୋଷଣା
ଏଆଇଏମଆଇଏମର ପ୍ରର୍ଥୀ ଘୋଷଣା
author img

By

Published : Dec 29, 2020, 2:19 PM IST

ଲକ୍ଷ୍ନୌ: 2022 ପ୍ରାରମ୍ଭରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ ପ୍ରଥମ ପ୍ରାର୍ଥୀ ଘୋଷଣା କରିଛି। ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ନକିର ଦଳ ଏହି ଘୋଷଣା କରିଛି ।

ଏମଆଇଏମଆଇଏମ ଘୋଷଣା କରିଥିବା ପ୍ରଥମ ପାର୍ଥୀ ହେଲେ ଅବଦୁଲ ମନନ । ସେ ଉତ୍ରାଉଲାର ବଳରାମପୁର ଜିଲ୍ଲା ବିଧାନସଭା ଆସନରୁ ନିର୍ବାଚନ ଲଢିବେ। ସେ ବୃତ୍ତିର ଜଣେ ଚକ୍ଷୁ ବିଶେଷଜ୍ଞ । ସେ ପିସ ପାର୍ଟି ଛାଡିବା ପରେ ଏମଆଇଏମଆଇଏମ ଦଳରେ ଯୋଗ ଦେଇଛନ୍ତି ।

ଏମଆଇଏମଆଇଏମ ଦଳର ମୁଖ୍ୟ ଅସାଉଦ୍ଦିନ ୱେବେସି 2020 ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର 16ରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ମୁଖ୍ୟ ଓମ ପ୍ରକାଶ ରାଜଭାରଙ୍କୁ ଭେଟିଥିଲେ। ଏହାର ଗୋଟିଏ ଦିନ ପରେ ପ୍ରଗତୀଶିଳ ସମାଜବାଦୀ ପାର୍ଟିର ମୁଖ୍ୟ ଶିବପାଲ ସିଂହ ଯାଦବଙ୍କୁ ଭେଟିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.