ETV Bharat / bharat

Godhra Riots 2002: ପୂର୍ବତନ ଅତିରିକ୍ତ DGPଙ୍କୁ କ୍ରାଇମବ୍ରାଞ୍ଚର ସମନ - ଗୋଧ୍ରା ଦଙ୍ଗା ମାମଲାରେ କ୍ରାଇମବ୍ରାଞ୍ଚର ନୋଟିସ

ବହୁଚର୍ଚ୍ଚିତ ଗୋଧ୍ରା ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ ରାୟର ଚ୍ୟାଲେଞ୍ଜ ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାରେ ଗୁଜୁରାଟ ପୂର୍ବତନ ଅତିରିକ୍ତ ଡିଜିପିଙ୍କୁ ସମନ କରିଛି ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Godhra Riots 2002: ପୂର୍ବତନ ଅତିରିକ୍ତ ପୋଲିସ DGP ଙ୍କୁ କ୍ରାଇମବ୍ରାଞ୍ଚର ସମନ

author img

By

Published : Jun 25, 2022, 6:07 PM IST

ଅହମ୍ମଦାବାଦ: ବହୁଚର୍ଚ୍ଚିତ ଗୁଜୁରାଟର 2002 ଗୋଧ୍ରା ଦଙ୍ଗା ମାମଲାରେ ପୂର୍ବତନ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ସମନ ଜାରି କଲା ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ । ପୂର୍ବତନ ପୋଲିସ ଅତିରିକ୍ତ ଡିଜିପି ଆର.ବି ଶ୍ରୀକୁମାରଙ୍କୁ ଏହି ସମନ ଜାରି କରାଯାଇଛି । ସମନ ପାଇବା ପରେ ସେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ହାଜର ହୋଇଥିବା ମଧ୍ୟ ସୂଚନା ମିଳିଛି ।

ଗୁଜୁରାଟରେ ଗୋଧ୍ରା କାଣ୍ଡ ପରବର୍ତ୍ତୀ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରାଯାଇଥିବା କ୍ଲିନଚିଟ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଜାକିଆ ସଫାରୀ (Zakia Zafari)। ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ଏହି ମାମଲାରେ ପୂର୍ବତନ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ହାଜର ହେବା ପାଇଁ ସମନ ଜାରି କରିଛି । ସମନ ପାଇବା ପରେ ସେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପହଞ୍ଚିଥିବା ମଧ୍ୟ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.