ETV Bharat / bharat

Agnipath protest: ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନିଷ୍ପତ୍ତିକୁ ବିରୋଧ, ପ୍ରତିବାଦବେଳେ ହିଂସା

author img

By

Published : Jun 16, 2022, 10:52 PM IST

ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିପଥ ଯୋଜନାକୁ ବିରୋଧ । ସେନାରେ ଭର୍ତ୍ତି ଆଶାୟୀଙ୍କ ପ୍ରତିବାଦ ବେଳେ ହିଂସା । ରାଜସ୍ତାନ, ଦିଲ୍ଲୀ,ହରିୟାଣା, ବିହାର ମଧ୍ୟ ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ହିଂସା । ବିରୋଧୀ ମଧ୍ୟ ସରକାରଙ୍କୁ ଘେରିଲେ । ଅଧିକ ପଢନ୍ତୁ

Agnipath protest: ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନଷ୍ପତ୍ତିକୁ ବିରୋଧ, ପ୍ରତିବାଦ ବେଳେ ହିଂସା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଅସନ୍ତୋଷ । ଆଜି ଏକାଧିକ ରାଜ୍ୟରେ ସେନା ଆଶାୟୀ ପ୍ରାର୍ଥୀଙ୍କ ପ୍ରତିବାଦ ଓ ହିଂସା ଦେଖିବାକୁ ମିଳିଛି । ହରିୟାଣା, ମଧ୍ୟ ପ୍ରଦେଶ, ହରିୟାଣା ରାଜସ୍ଥାନ, ବିହାର, ମଧ୍ୟ ପ୍ରଦେଶ, ଦିଲ୍ଲୀ ପ୍ରମୁଖ ସ୍ଥାନରେ ସରକାରଙ୍କୁ ଏହି ନିଷ୍ପତ୍ତି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତି ଚଳାଇଥିବା ଆଶାୟୀ ପ୍ରାର୍ଥୀ ।

କିଛି ସ୍ଥାନରେ ହିଂସା ଏପରି ରୂପ ନେଇଛି ଯେ, ହିଂସା ଦମନ କରିବା ପାଇଁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଛି । ବିହାରରେ ରାସ୍ତା ଓ ଟ୍ରେନ ରୋକ ସହ ଟ୍ରେନରେ ନିଆଁ ଲଗାଇଛନ୍ତି ଅସନ୍ତୁଷ୍ଟ ଆଶାୟୀ ଆନ୍ଦୋଳନକାରୀ । କିଛି ସ୍ଥାନରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା ଯେ, ଅତିରିକ୍ତ ପୋଲିସ ବଳ ମଧ୍ୟ ମୁତୟନ କରିବାକୁ ପଡିଛି । ଅନ୍ୟପଟେ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ମଧ୍ୟ ବିଜେପି ସରକାରର ଏହି ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି ।

  • The Rashtriya Loktantrik Party staged protests against the newly-launched '#Agnipath' scheme of the Centre at all the district headquarters & many sub-divisional and tehsil headquarters of Rajasthan, including in Jaipur, Jodhpur & Ajmer, among other places.

    Photos: @RLPINDIAorg pic.twitter.com/ooTdHvxx3m

    — IANS (@ians_india) June 16, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.