ETV Bharat / bharat

କୋରୋନା ବିରୋଧରେ ସଫଳ ଔଷଧ କୋରୋନିଲ: ଆଚାର୍ଯ୍ୟ ବାଳକ୍ରିଷ୍ଣା - ପତଞ୍ଜଳି ଯୋଗପୀଠ

ଯୋଗଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ପ୍ରସ୍ତୁତ କରିଥିବା କୋରୋନିଲ ଔଷଧକୁ ପ୍ରଶଂସା କରିଛନ୍ତି ସଂସ୍ଥାର ମହାମନ୍ତ୍ରୀ ତଥା ପତଞ୍ଜଳି ଯୋଗପୀଠ ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକ୍ରିଷ୍ଣା । ଅଧିକ ପଢନ୍ତୁ...

କୋରୋନା ବିରୋଧରେ ସଫଳ ଔଷଧ କୋରୋନିଲ : ଆଚାର୍ଯ୍ୟ ବାଳକ୍ରିଷ୍ଣା

author img

By

Published : Feb 20, 2021, 10:46 PM IST

ଡେରାଡୁନ: ଯୋଗଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ପ୍ରସ୍ତୁତ କରିଥିବା କୋରୋନିଲ ଔଷଧକୁ ପ୍ରଶଂସା କରିଛନ୍ତି ସଂସ୍ଥାର ମହାମନ୍ତ୍ରୀ ତଥା ପତଞ୍ଜଳି ଯୋଗପୀଠ ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକ୍ରିଷ୍ଣା । ସେ କହିଛନ୍ତି କୋଭିଡଙ୍କ ସୁରକ୍ଷା ପାଇଁ ଟୀକାକରଣ ଆବଶ୍ୟକ। ଏହା ସହିତ କରୋନା ଠାରୁ ରକ୍ଷା କରିବା ପାଇଁ ଔଷଧ ମଧ୍ୟ ଆବଶ୍ୟକ । ସେ ଏହି ଅବସରରେ ପତଞ୍ଜଳି ଦ୍ବାରା ପ୍ରସ୍ତୁତ କୋରୋନିଲ ସମ୍ପୂର୍ଣ୍ଣ ସୁରକ୍ଷିତ ଓ କରୋନା ପ୍ରତିହତରେ ସଫଳ ଔଷଧ ବୋଲି ସେ ବର୍ଣ୍ଣନା କରିଥିବା ଦେଖାଯାଇଛି ।

ପତଞ୍ଜଳି ଯୋଗପୀଠ ଦ୍ୱାରା ପ୍ରସ୍ତୁତ କରୋନିଲ ଯୋଗୁଁ ଲକ୍ଷ ଲକ୍ଷ ପରିବାରର ଜୀବନ ରକ୍ଷା ପାଇବାର କ୍ଷମତା ଥିବା ସେ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକଙ୍କ ମଧ୍ୟରେ କରୋନିଲ ଥିବା ସନ୍ଦେହ ଏବେ ଦୂର ହୋଇଯାଇଛି। କରୋନିଲ ବର୍ତ୍ତମାନ ଲୋକଙ୍କ ଜୀବନକୁ ଆହୁରି ଭଲ ଭାବରେ ସୁରକ୍ଷା ଦେଇ ପାରିବ । କରୋନିଲ୍ ଏପର୍ଯ୍ୟନ୍ତ ସମସ୍ତ ପାରାମିଟର ଗୁଡିକ ପୂରଣ କରିଥିବା ମଧ୍ୟ ସେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.