ETV Bharat / bharat

ପଞ୍ଜାବରେ ଦୁଇ ପଦ୍ମଶ୍ରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ମନୋନୀତ କଲା AAP - ପଞ୍ଜାବରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ଆପ

ପଞ୍ଜାବରେ ଦୁଇ ପଦ୍ମଶ୍ରୀ ବିଜେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ମନୋନୀତ କଲା AAP । ଶୁଭେଚ୍ଛା ଜଣାଇଲେ ଦଳମୁଖ୍ୟ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ପଞ୍ଜାବରେ ଦୁଇ ପଦ୍ମଶ୍ରୀଙ୍କୁ ରାଜ୍ୟସଭା ପଠାଇବ AAP

author img

By

Published : May 28, 2022, 5:10 PM IST

ଚଣ୍ଡିଗଡ: ପଞ୍ଜାବରେ ଦୁଇ ପଦ୍ମଶ୍ରୀ ବିଜେତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛି ଆମ ଆଦମି ପାର୍ଟି (AAP) । ପଦ୍ମଶ୍ରୀ ସନ୍ତ ବଲବୀର ସିଂ ସିଞ୍ଚେଓ୍ବାଲା ଓ ପଦ୍ମଶ୍ରୀ ବିକ୍ରମଜିତ ସିିଂ ସାହନିଙ୍କୁ ରାଜ୍ୟସଭା ପଠାଇବ ଦଳ । ବିଶିଷ୍ଟ ପରିବେଶବିତ ସନ୍ଥ ବଲବୀର ସିଂ ସେଞ୍ଚାୱାଲ ଦେଶରେ ନଦୀଗୁଡିକରେ ବଢୁଥିବା ପ୍ରଦୂଷଣକୁ ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେହିପରି ସାମାଜିକ କର୍ମୀ ବିକ୍ରମଜିତ୍ ସିଂ ସାହନିଙ୍କର ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ।

  • Congratulations to both Padma Shri awardees for being nominated as AAP's Rajya Sabha MPs from Punjab 👏🏼👏🏼 pic.twitter.com/gL8rARE2NX

    — AAP (@AamAadmiParty) May 28, 2022 " class="align-text-top noRightClick twitterSection" data=" ">
  • Punjab Aam Aadmi Party nominated Padma Shri Sant Balbir Singh Sinchewal and Padma Shri Vikramjit Singh Sahni as members of the Rajya Sabha.

    (Pic 1: Sant Balbir Singh Sinchewal, Pic 2: Vikramjit Singh Sahni) pic.twitter.com/Kd39za86wR

    — ANI (@ANI) May 28, 2022 " class="align-text-top noRightClick twitterSection" data=" ">

ଆଜି ଉଭୟଙ୍କୁ ପ୍ରାର୍ଥୀ ଘୋଷଣା ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉଭୟଙ୍କୁ ମନୋନୀତ କରାଯିବା ପରେ ଦଳମୁଖ୍ୟ କେଜ୍ରିଓ୍ବାଲ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଭୟଙ୍କ ଦୀର୍ଘ ଅଭିଜ୍ଞତା ରାଜ୍ୟସଭା ଗୃହରେ ପ୍ରତିଫଳିତ ହେବା ନେଇ ଆଶା ପ୍ରକଟ କରିଛନ୍ତି ।

  • My congratulations and best wishes to both of them. With their vast experience, they will enrich RS debates and also strongly raise issues affecting common man in Rajya Sabha. https://t.co/ElQHW5TKl5

    — Arvind Kejriwal (@ArvindKejriwal) May 28, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.