ETV Bharat / bharat

ଗୋବର ଖାତରେ ଖସି 10 ବର୍ଷର ଶିଶୁ ମୃତ

ମହାରାଷ୍ଟ୍ର ମୁମ୍ବାଇର କାଣ୍ଡିଭାଲୀ ଅଞ୍ଚଳରେ ଗାଈ ଗୋବର ଖାତରେ ଖସି ପଡ଼ି ଜଣେ 10 ବର୍ଷର ଶିଶୁର ମୃତ୍ୟୁ ହୋଇଛି ।

ଗୋବର ଗର୍ତ୍ତରେ ଖସିପଡି 10 ବର୍ଷର ଶିଶୁର ମୃତ୍ୟୁ

author img

By

Published : Jan 15, 2021, 8:29 PM IST

ମୁମ୍ବାଇ: ଗୋବର ଗର୍ତ୍ତରେ ଖସିପଡି ଶିଶୁର ମୃତ୍ୟୁ ଅଭିଯୋଗ । ମହାରାଷ୍ଟ୍ର ମୁମ୍ବାଇର କାଣ୍ଡିଭାଲୀ ଅଞ୍ଚଳରେ ଗାଈ ଗୋବର ଖାତରେ ଖସି ପଡ଼ି ଜଣେ 10 ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ହେଲେ ଦୁର୍ଗେଶ ଯାଦବ ।

ମିଳିଥିବା ଖବର ଅନୁଯାୟୀ, ସେ ଏକ ଗୁଡି ଉଡାଉଥିବା ସମୟରେ ଅନ୍ୟମନସ୍କ ହୋଇ ଗୋବର ଖାତରେ ଖସିପଡିଥିଲେ । ମାତ୍ର ଦୁର୍ଗେଶ ବହୁ ସମୟ ଧରି ଘରକୁ ନଫେରି ବାରୁ ପରିବାର ବହୁ ଖୋଝାଖୋଜି କରିଥିଲେ । ମାତ୍ର ଦେଖିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ସେତେବେଳକୁ ଆଖି ବୁଜି ସାରିଥିଲା 10 ବର୍ଷର ଶିଶୁ । ଏହି ଘଟଣା ପରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.