ETV Bharat / bharat

Punjab Assembly Election: ନିର୍ବାଚନ ଲଢିବେ ଚାଷୀ, ଗଢିଲେ Samyukta Samaj Morcha - ସଂଯୁକ୍ତ ସମାଜ ମୋର୍ଚ୍ଚା ଲଢିବ ପଞ୍ଜାବ ନିର୍ବାଚନ

2022 ରେ ପଞ୍ଜାବ ବିଧାନସଭା ନିର୍ବାଚନ ଲଢିବ ସଂଯୁକ୍ତ ସମାଜ ମୋର୍ଚ୍ଚା (Samyukta Samaj Morcha) । 22 ଟି ୟୁନିୟନର ମିଳିତ ସାମ୍ମୁଖ୍ୟ ହେଉଛି ଏହି ନୂଆ ସଂଗଠନ । ଅଧିକ ପଢନ୍ତୁ

ପଞ୍ଜାବ ବିଧାନସଭା ନିର୍ବାଚନ ଲଢିବେ ଚାଷୀ, ଗଢାହେଲା ନୂଆ ସଂଯୁକ୍ତ କିଷାନ ମୋର୍ଚ୍ଚା

author img

By

Published : Dec 25, 2021, 5:56 PM IST

Updated : Dec 25, 2021, 6:06 PM IST

ଚଣ୍ଡିଗଡ: 2022 ରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବଡ ଘୋଷଣା କରିଛନ୍ତି ଚାଷୀ । 22 ଟି ୟୁନିଅନକୁ ନେଇ ଏକ ନୂଆ ସଂଯୁକ୍ତ ସମାଜ ମୋର୍ଚ୍ଚା (Samyukta Samaj Morcha) ଗଠନ କରାଯାଇଥିବା ବେଳେ ଏହି ମିଳିତ ମୋର୍ଚ୍ଚା ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବ ବୋଲି ଘୋଷଣା କରିଛି ।

କୃଷକ ନେତା ବଲବୀର ସିଂ ରାଜୱାଲ ଆଜି ଏ ସମ୍ପର୍କରେ ସ୍ପଷ୍ଟ ଘୋଷଣା କରି କହିଛନ୍ତି, ଆମକୁ ପଞ୍ଜାବର ବ୍ୟବସ୍ଥା ପରିବର୍ତ୍ତନ କରିବାକୁ ପଡିବ । ତେଣୁ ଏହି ନୂତନ ମୋର୍ଚ୍ଚା ମାଧ୍ୟମରେ ଆମେ ନିର୍ବାଚନୀ ମୈଦାନରେ ଓହ୍ଲାଇବାକୁ ଯାଉଛୁ । ଏଥିସହ ସେ ଏହି ମୋର୍ଚ୍ଚାକୁ ସମର୍ଥନ କରିବାକୁ ମଧ୍ୟ ପଞ୍ଜାବବାସୀଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 25, 2021, 6:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.