ETV Bharat / bharat

ପୁନାଓ୍ବାଲାଙ୍କ କୋଭିସିଲ୍ଡ ଚିନ୍ତା, ସୋସିଆଲ ମିଡିଆରେ ଭାଇରାଲ ମିମ୍

author img

By

Published : May 11, 2021, 6:20 PM IST

କୋଭିସିଲ୍ଡ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ବାଲାଙ୍କ ଉପରେ ଅଧିକ ଚାପ ରହିଛି । ଏହାକୁ ନେଇ ତାଙ୍କ ନାମରେ ଟ୍ବିଟରରେ କେତେକ ମିମସ୍ ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ଅଧିକ ପଢ଼ନ୍ତୁ...

ଆଦାର ପୁନାବାଲାଙ୍କ କୋଭିସିଲ୍ଡ ଚିନ୍ତା, ସୋସିଆଲ ମିଡିଆରେ ଭାଇରାଲ ମିମ୍

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସକୁ ମାତ ଦେବା ପାଇଁ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ପାଲଟିଛି ସଞ୍ଜୀବନି । କୋଭିସିଲ୍ଡ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଦର ପୁନାଓ୍ବାଲାଙ୍କ ଉପରେ ଅଧିକ ଚାପ ରହିଛି । ଦେଶର କିଛି ବଡ଼ବଡ଼ ଲୋକଙ୍କଠାରୁ ତାଙ୍କ ନିକଟକୁ ଧମକପୂର୍ଣ୍ଣ ଫୋନ ଆସିବା ପରେ ବର୍ତ୍ତମାନ ସେ ଲଣ୍ଡନରେ ରହିଛନ୍ତି । ତେବେ ଏହାକୁ ନେଇ ଟ୍ବିଟରରେ ମିିମସ୍ ଟ୍ରେଣ୍ଡିଂରେ ରହିଛି ।

ଆଦାର ପୁନାବାଲାଙ୍କ ଉପରେ ରହିଥିବା ଚାପକୁ ନେଇ ଏହି ମିମ ଭାଇରାଲ ହେବାକୁ ଲାଗିଛି । ଜଣେ ଟ୍ବିଟର ୟୁଜର ପୁନାଓ୍ବାଲାଙ୍କୁ ନେଇ ଲେଖିଛନ୍ତି, "ଯଦି ଅଦର ପୁନାଓ୍ବାଲା ମୁମ୍ବାଇ ଆସି ଏକ ସାଧାରଣ ଜୀବନଯାପନ କରିବେ ତେବେ ତାଙ୍କ ନାମ ହେବ ଦାଦର ପୁନାଓ୍ବାଲା ।" ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି । ବର୍ତ୍ତମାନ ଟ୍ବିଟର ୟୁଜର ଏଭଳି କିଛି ଟ୍ବିଟ କରିବା ଆରମ୍ଭ କରିଛନ୍ତି ।

  • If Adar Poonawala moved to Mumbai & wanted to live a regular, middle class life he could be called Dadar Poonawala.

    — Naomi Datta (@nowme_datta) May 6, 2021 " class="align-text-top noRightClick twitterSection" data=" ">

ପୁଣି ଥରେ ଜଣେ ଟ୍ବିଟର ୟୁଜର ଲେଖିଛନ୍ତି, ଯଦି ଅଦାର ପୁନାଓ୍ବାଲାଙ୍କ ଜଣେ ଜାଆଁଳା ଭାଇ ଥାଆନ୍ତା ତେବେ ତାଙ୍କ ନାମ ହୋଇଥାନ୍ତା other poonawala ।

  • If Adar Poonawala had a twin who was not as known as him, he could be called Other Poonawala.

ସେହିଭଳି ଜଣେ ଟ୍ବିଟର ୟୁଜର ଏକ ମଜାଳିଆ ଫଟୋ ସେୟାର କରି କେଉଁଭଳି ଭାବରେ ଅଦାର ପୁନାଓ୍ବାଲାଙ୍କ ଉପରେ କୋଭିସିଲ୍ଡ ପାଇଁ ଅଧିକ ଚାପ ରହିଛି ତାହା ଦେଖାଇବାକୁ ଚେଷ୍ଟା କରିଛନ୍ତି ।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଯଦି ପୁନାଓ୍ବାଲା କୌଣସି ଟ୍ୟୁବୱେଲ ଭାଙ୍ଗିଥାନ୍ତା ତାଙ୍କ ନାମ ଗଦର ପୁନାୱାଲା ହୋଇଥାନ୍ତା ।

ଜଣେ ଟ୍ବିଟର ୟୁଜର ପୁନାଓ୍ବାଲାଙ୍କୁ ଜଣେ ପ୍ରକୃତ ବ୍ୟବସାୟୀ ବୋଲି କହି ଟ୍ରୋଲ୍ କରିଛନ୍ତି ।

ଜଣେ ୟୁଜର କହିଛନ୍ତି ଯେ, ଯେଉଁଭଳି କୋଭିସିଲ୍ଡ ଟିକା ପାଇଁ ପୁନାଓ୍ବାଲାଙ୍କ ଉପରେ ଚାପ ରହିଛି ସେ ଭାବୁଥିଲେ କେଉଁଠୁ ଆଣିବି ଏତେ ଗୁଡ଼ାଏ ଟିକା ।

ସେହିଭଲି ଟ୍ବିଟରରେ ପୁନାଓ୍ବାଲାଙ୍କୁ ଜଣେ କହିଛନ୍ତି, ଯଦି ସେ ଏକ ସାବୁନ କମ୍ପାନୀ ଖୋଲିବେ ତେବେ ତାଙ୍କ ନାମ ଲେଦର ପୁନାଓ୍ବାଲା ହେବ ।

  • If Adar Poonawala starts a soap company, he would be Lather Poonawala. 😭

    — A (@Hallelujah_20) May 6, 2021 " class="align-text-top noRightClick twitterSection" data=" ">

ଜଣେ ପୁନାଓ୍ବାଲାଙ୍କୁ ଅଦରକ୍ ପୁନାଓ୍ବାଲା କହି ଟ୍ରୋଲ କରିଛନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.