ETV Bharat / bharat

ମାଙ୍ଗାଲୁରୁରେ ଭୟାବହ ଅଗ୍ନିକାଣ୍ଡ, କ୍ଷୟକ୍ଷତିର ନାହିଁ ସୂଚନା

author img

By

Published : Apr 5, 2021, 8:55 AM IST

କର୍ଣ୍ଣାଟକ ମାଙ୍ଗାଲୁରୁର ପାଞ୍ଚଚାଣ୍ଡି ଅଞ୍ଚଳର ଅଳିଆ ଗଦା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଭୟାବୟ ଅଗ୍ନିକାଣ୍ଡ ହୋଇଛି । ଅଧିକ ପଢନ୍ତୁ...

ମାଙ୍ଗାଲୁରୁର ଡମ୍ପି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ

ବେଙ୍ଗାଲୁରୁ : କର୍ଣ୍ଣାଟକ ମାଙ୍ଗାଲୁରୁର ପାଞ୍ଚଚାଣ୍ଡି ଅଞ୍ଚଳର ଅଳିଆ ଗଦା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ହୋଇଛି । ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହେବା ନେଇ ସୂଚନା ମିଳିନାହିଁ । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଛି ତାହା ଜଣାପଡିନାହିଁ । ଅଧିକ ସୂଚନା ପାଇଁ ଅପେକ୍ଷା କରନ୍ତୁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.