ETV Bharat / bharat

ଖାଉଥିବାବେଳେ ତଣ୍ଟିରେ ଲାଗିଗଲା ମଟନ ହାଡ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ - ମଟନ ପାଇଁ ମୃତ୍ୟୁ

ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ମଟନ ଖାଇବାବେଳେ ଜଣେ ଲୋକର ମୃ୍ତ୍ୟୁ ହୋଇଛି । ତେବେ ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲା ଅନ୍ତର୍ଗତ ରାଜନାୟକ ଥଣ୍ଡାରେ ଦେଖିବାକୁ ମିଳିଛି ଦୁଃଖଦ ଘଟଣା ।  ଅଧିକ ପଢନ୍ତୁ

ମଟନ ଖାଇବା ଲାଗି ଗଲା ପ୍ରାଣ
ମଟନ ଖାଇବା ଲାଗି ଗଲା ପ୍ରାଣ
author img

By

Published : Apr 14, 2022, 8:13 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ମଟନ ଖାଇବାବେଳେ ଜଣେ ଲୋକର ମୃ୍ତ୍ୟୁ ହୋଇଛି । ତେବେ ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲା ଅନ୍ତର୍ଗତ ରାଜନାୟକ ଥଣ୍ଡାରେ ଦେଖିବାକୁ ମିଳିଛି ଦୁଃଖଦ ଘଟଣା ।

ରାଜନୟାକ ଥଣ୍ଡାରର ଭୁଖ୍ୟା ଗୋପୀ ମଟନ ଖାଇବାବେଳେ ତାଙ୍କ ଗଳାରେ ଏକ ମଟନ ହାଡ ଲାଗିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସେ ଏହି ମାସର ଦ୍ୱାଦଶ ମଙ୍ଗଳବାର ଦିନ ନିଜ ଘରେ ମୁଥିଲମା ପର୍ବ ପାଳନ କରୁଥିଲେ । ତେବେ ସେ ପର୍ବ ଦିନ ମଟନ ରାନ୍ଧିବା ସହ ଦେବୀଙ୍କ ନିକଟରେ ପୂଜା ସାରିବା ପରେ ଖାଦ୍ଯ ଗ୍ରହଣ କରିଥିଲେ ।

ମାତ୍ର ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ସହ ମିଶି ଖାଉଥିବାବେଳେ ସେହି ସମୟରେ ହଠାତ୍ ଭୁଖ୍ୟା ଗୋପୀଙ୍କ ଗଳାରେ ଏକ ମଟନ ଖଣ୍ଡ ହାଡ ଗଳାରେ ଲାଗି ଯାଇଥିଲା । ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏଥିସହ ସେମାନେ ଡାକ୍ତରଖାନାକୁ ମଧ୍ୟ ତାଙ୍କୁ ନେଇ ଯାଇଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.