ETV Bharat / bharat

ମହାରାଷ୍ଟ୍ର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, 14 ରୋଗୀ ମୃତ - କୋଭିଡ ହସ୍ପିଟାଲ

କୋଭିଡ ହସ୍ପିଟାଲ ICUରେ ଅଗ୍ନିକାଣ୍ଡ
କୋଭିଡ ହସ୍ପିଟାଲ ICUରେ ଅଗ୍ନିକାଣ୍ଡ
author img

By

Published : Apr 23, 2021, 7:14 AM IST

Updated : Apr 23, 2021, 4:16 PM IST

06:56 April 23

ମହାରାଷ୍ଟ୍ରର କୋଭିଡ ହସ୍ପିଟାଲ ICUରେ ଅଗ୍ନିକାଣ୍ଡ, 14 ରୋଗୀ ମୃତ

ମୁମ୍ବାଇ: ମହାରାଷ୍ଟ୍ର ପାଲଘର ଜିଲ୍ଲା କୋଭିଡ ହସ୍ପିଟାଲରେ ଅଘଟଣ । ଭସାଇ କୋଭିଡ ମେଡିକାଲରେ ଗତକାଲି ମଧ୍ୟରାତ୍ରୀରେ ଭୟାବହ ଅଗ୍ନିକାଣ୍ଡରେ 14 କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି ।  

ବିରାରରେ ଥିବା ବିଜୟ ବଲ୍ଲଭ ହସ୍ପିଟାଲର ଆଇସିୟୁରେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ପାଇଛି । ଏହାସହ ପ୍ରଭାବିତ ରୋଗୀଙ୍କୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ନିକଟରେ ମହାରାଷ୍ଟ୍ରର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କରରେ ଲିକ ଘଟଣାରେ 24 ଜଣଙ୍କ ମୃତ୍ୟୁ ହୋଇଥିଲା।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Apr 23, 2021, 4:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.