ETV Bharat / bharat

କେରଳ ପରେ ପଞ୍ଜାବ ଡେଇଁଲା ମଙ୍କିପକ୍ସ ! ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ - ମୋହାଲିର ସ୍କୁଲ୍‌ର ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

ଦେଶରେ ଚତୁର୍ଥ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛି । ପଞ୍ଜାବ ମୋହାଲିର ଏକ ସ୍ଲୁଲ୍‌ରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛି । ଅଧିକ ପଢ଼ନ୍ତୁ

ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ, ଦେଶରେ ମୋଟ ସଂଖ୍ୟା ୪କୁ ପହଞ୍ଚିଲା

author img

By

Published : Jul 22, 2022, 10:41 PM IST

ଚଣ୍ଡିଗଡ଼: ଦେଶରେ ଚତୁର୍ଥ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛି । ପଞ୍ଜାବ ମୋହାଲିର ଏକ ସ୍ଲୁଲ୍‌ରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛି । ଏହାକୁ ନେଇ ଅଭିଭାବକ ମହଲରେ ଭୟର ବାତାବରଣ ରହିଛି । ଅଭିଭାବକ ପିଲାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି ।

ସେପଟେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବାପରେ ସ୍କୁଲ୍‌ରେ କିଛି ଶ୍ରେଣୀର ପାଠପଢ଼ା ଅନଲାଇନ୍‌ ମୋଡ୍‌ରେ କରାଯାଉଛି । ଦୁଇଟି ଶ୍ରେଣୀର ଅଫଲାଇନ୍‌ କ୍ଲାସ ଜାରି ରହିଥିବା ବେଳେ ପିଲାଙ୍କୁ ସ୍କୁଲ୍‌ ଛାଡ଼ୁ ନାହାନ୍ତି ବାପାମା’ । ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ମଙ୍କିପକ୍ସ ବ୍ୟାପିଥିବା ନେଇ ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେବଳ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରର ନମୁନା ପଜିଟିଭ୍‌ ଆସିଛି ।

ଜୁଲାଇ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ତୃତୀୟ ଚତୁର୍ଥ ଶ୍ରେଣୀ କ୍ଲାସ ଅନଲାଇନ୍‌ ମୋଡ୍‌ରେ ହେବ । ଏହାପରେ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବ । ଅନ୍ୟ ୪ରୁ ୫ ଛାତ୍ରଙ୍କ ନମୁନା ମଧ୍ୟ ଯାଞ୍ଚ ପାଇଁ ପଠାଯାଇଛି । ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଗାଇଡଲାଇନ୍‌ ଜାରି କରାଯାଇନାହିଁ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.