ETV Bharat / bharat

ଜାମ୍ମୁ ବିମାନବନ୍ଦରରେ ବିସ୍ଫୋରଣ, ସର୍ଚ୍ଚ ଅପରେସନ ଜାରି

ଜାମ୍ମୁ କାଶ୍ମରର ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ । ଦୁଇଜଣ ସାମାନ୍ୟ ଆହତ । ଅଧିକ ପଡନ୍ତୁ...

author img

By

Published : Jun 27, 2021, 10:10 AM IST

ଜାମ୍ମୁ ଏୟାରଫୋର୍ସ ଅଞ୍ଚଳରେ ବିସ୍ଫୋରଣ
ଜାମ୍ମୁ ଏୟାରଫୋର୍ସ ଅଞ୍ଚଳରେ ବିସ୍ଫୋରଣ

ଶ୍ରୀନଗର: ଜାମ୍ମୁ କାଶ୍ମରର ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ । ଆଜି(ରବିବାର) ସକାଳୁ ଜାମ୍ମୁ ଏୟାରପୋର୍ଟର ଟେକ୍ନିକାଲ ଅଞ୍ଚଳରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ଜାମ୍ମୁ ଏୟାରଫୋର୍ସ ଅଞ୍ଚଳରେ ବିସ୍ଫୋରଣ

ଘଟଣାସ୍ଥଳରେ ଅନୁସନ୍ଧାନକାରୀ ଦଳ ଓ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚିଛି । ବିସ୍ଫୋରଣରେ ବିଶେଷ କିଛି କ୍ଷତି ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳର ସ୍ଥିତି ସମୀକ୍ଷା ପାଇଁ ଦୁଇଟି ଡ୍ରୋନ ବ୍ୟବହାର କରାଯାଇଛି ।

ବିସ୍ଫୋରଣରେ ଗୋଟିଏ ଘରର ଛାତ ଫାଟିବା ସମେତ ଅନ୍ୟଟି ଖୋଲା ସ୍ଥାନରେ ହୋଇଛି । ଦୁର୍ଘଟଣାରେ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । କୌଣସି ଉପକରଣର କ୍ଷତି ହୋଇନଥିବା କହିଛି ଆଇଏଏଫ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.