ETV Bharat / bharat

ଗତ 24 ଘଣ୍ଟାରେ ହୋଇଛି 9,83,695 ନମୁନା ଟେଷ୍ଟ: ICMR

author img

By

Published : Dec 29, 2020, 10:51 AM IST

ଆଇସିଏମଆର ର ସୂଚନାନୁସାରେ, ସୋମବାର ସୁଦ୍ଧା ଦେଶରେ ସରିଛି 16,98,01,749 କୋରୋନା ଟେଷ୍ଟ। ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ ହୋଇଛି 9,83,695 ନମୁନା ଟେଷ୍ଟ: ICMR
ଗତ 24 ଘଣ୍ଟାରେ ହୋଇଛି 9,83,695 ନମୁନା ଟେଷ୍ଟ: ICMR

ନୂଆଦିଲ୍ଲୀ: ଶୀତ ଲହରୀ ସାଙ୍ଗକୁ ଆରମ୍ଭ ହୋଇଛି କୋରୋନା ଷ୍ଟ୍ରେନ। ଯାହାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆହୁରି ସତର୍କତା ଅବଲମ୍ବନ କରାଯାଉଛି। ଦୈନିକ ଟେଷ୍ଟ କରାଯାଉଥିବା ସାମ୍ପଲ ଏବେ 17 କୋଟି ଅଭିମୁଖେ ରହିଛି।

ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 9 ଲକ୍ଷ 83 ହଜାର 695ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି। ସଦ୍ୟତମ ରିପୋର୍ଟକୁ ମିଶାଇ 16 କୋଟି 98 ଲକ୍ଷ 01 ହଜାର 749ଟି ଟେଷ୍ଟ କରାଯାଇଛି।

ଅନ୍ୟପଟେ ସୋମବାର ରିପୋର୍ଟକୁ ମିଶାଇ ଦେଶରେ ଏବେ 1 କୋଟି 02 ଲକ୍ଷ 24 ହଜାର 303କୁ ଛୁଇଁଛି ସଂକ୍ରମଣ ସଂଖ୍ୟା। ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 48 ହଜାର 153 ପାର କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.