ETV Bharat / bharat

7PM TOP NEWS, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ 7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

7PM TOP NEWS
ବର୍ତ୍ତମାନର ବଡ ଖବର
author img

By

Published : Aug 24, 2022, 7:02 PM IST

1.ବିହାରରେ ଆସ୍ଥା ଜିତିଲା ମହାମେଣ୍ଟ ସରକାର

ବିହାରରେ ଆସ୍ଥା ଜିତିଲା ମହାମେଣ୍ଟ ସରକାର । ଭୋଟ ବେଳେ କକ୍ଷତ୍ୟାଗ କଲା ବିରୋଧୀ ବିଜେପି । ବିଜେପି ଉପରେ ବର୍ଷିଲେ ନୀତିଶ । ସକାଳେ ଆରଜେଡି ନେତାଙ୍କ ଘରେ ଚଢାଉ କରିଥିଲା ସିବିଆଇ

2.ମୃତ୍ୟୁର ଗୋଟିଏ ମାସ ପରେ ସତ ବଖାଣୁଛି ଆତ୍ମା !

ମାଆ ସେ ମତେ ମାରିଦେଲା, ମୁଁ ଯେତେ ଡାକିଲି କେହି ଶୁଣିଲେନି' ଆତ୍ମା କହୁଛି ମୃତ୍ୟୁର ରହସ୍ୟ। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି

3.ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର, SCB ସ୍ଥାନାନ୍ତର, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ପଦ୍ମଶ୍ରୀ କମଳା ପୂଜାରୀ ଗୁୁରୁତର । ତାଙ୍କୁ ଚିକିତ୍ସା ପାଇଁ ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି

4.ରାଜ୍ୟରେ ପରାଜିତ ହେଲେ CBI, ED ଲଗାଏ BJP କହିଲେ ତେଜସ୍ୱୀ

BJP ଉପରେ ବର୍ଷିଲେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ବିଧାନସଭାରେ କହିଲେ ରାଜ୍ୟରେ ପରାଜିତ ହେଲେ ବିଜେପି ନିୟୋଜିତ କରେ କେନ୍ଦ୍ରୀୟ ସଂସ୍ଥା (Tejashwi Yadav on CBI, ED) । ଆମକୁ ଭୟଭୀତ କରିପାରିବେ ନାହିଁ ।

5.ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି ଶ୍ୱେତାଙ୍କ ମୃତ୍ୟୁ, ଆଗେଇପାରୁନି ସୋମ୍ୟଜିତ୍ ପାଇଁ ତଦନ୍ତ

ସଫ୍ଟଓୟାର ଇଞ୍ଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା । ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଛି ।

6.କଂଗ୍ରେସ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜୟବୀର ସର୍ଗିଲ

କଂଗ୍ରେସ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଯୁବନେତା ଜୟବୀର ସର୍ଗିଲ । ଦଳର ନିର୍ଣ୍ଣୟ ନେଇ ଇସ୍ତଫା ପତ୍ରରେ ଉଠାଇଲେ ପ୍ରଶ୍ନ । କହିଲେ ସାଧାରଣ ସ୍ବାର୍ଥରେ ନଷ୍ପତ୍ତି ନେଉନି ଦଳ

7.ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରୁ ଦୁଇଟି AK-47 ଆସଲ୍ଟ ରାଇଫଲ ଜବତ କଲା ED

ଝାଡଖଣ୍ଡ ଖଣି ଦୁର୍ନୀତି (Jharkhand Illegal Mining Case)ର ତଦନ୍ତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ । ଜବତ ହେଲା ଦୁଇଟି ଏକେ-୪୭ ଆସଲ୍ଟ ରାଇଫଲ । ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାରାଥାନ ଚଢାଉ

8.ଆଉ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ 6 ମାସ ବୃଦ୍ଧିକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର ।

9.BWF World Championships, ପ୍ରିକ୍ୱାର୍ଟରରେ ଲକ୍ଷ୍ୟ ସେନ

ଆଜି (ବୁଧବାର) ଖେଳାଯାଇଥିବା ବିଡବ୍ଲୁଏଫ ଟୁର୍ଣ୍ଣାମେଣ୍ଟ (BWF World Championships) ମ୍ୟାଚରେ ଲକ୍ଷ୍ୟ ସେନ ସ୍ପେନର ପ୍ରତିଦ୍ବନ୍ଦୀ (Spanish shuttler) ଲୁଇସ ପେନାଲୱରଙ୍କୁ ପରାସ୍ତ କରି ସିଧାସଳଖ ଭାବରେ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରବେଶ କରିଛନ୍ତି ।

10.Boycott Trend ନେଇ ମୁହଁ ଖୋଲିଲେ ସ୍ବରା, କହିଲେ SSRଙ୍କ ମୃତ୍ୟୁ ପରେ ବଲିଉଡ ପ୍ରତି ଘୃଣା ବଢିଛି

Swara Bhasker On Boycott Trends, ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ପ୍ରତି ଘୃଣା ଭାବ ବୃଦ୍ଧି ପାଇଛି ବୋଲି ଦାବି କରିଛନ୍ତି ସ୍ୱରା ଭାସ୍କର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.