ETV Bharat / bharat

7PM TOP NEWS, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 21, 2022, 7:05 PM IST

ନଜର ପକାନ୍ତୁ 7PM ସୁଦ୍ଧା କିଛି ବର୍ତ୍ତମାନର ବଡ ଖବର ଉପରେ

7PM TOP NEWS, ଦେଖନ୍ତୁ ବର୍ତ୍ତମାନର ବଡ ଖବର
7PM TOP NEWS, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ବନ୍ୟା ମୁକାବିଲା ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ

ବନ୍ୟା ମୁକାବିଲା ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ । ରାଜ୍ୟରେ ବନ୍ୟାସ୍ଥିତିକୁ (flood in Odisha)ନେଇ ଏକ ଭର୍ଚ୍ଚୁଆଲ ସମୀକ୍ଷା ବୈଠକ କହିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ(Tukuni Sahu hold a flood control review meeting) ।

2.ତେଲେଙ୍ଗାନାରେ ଶାହ, ଅଭିନେତା Junior NTRଙ୍କ ସହ କରିବେ ସାକ୍ଷାତ

ଦିନିକିଆ ତେଲେଙ୍ଗାନା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ଅଭିନେତା Junior NTRଙ୍କ ସହ ମଧ୍ୟ କରିବେ ସାକ୍ଷାତ ।

3.ସୁବର୍ଣ୍ଣରେଖାରେ ବଡ ବନ୍ୟା ଆଶଙ୍କା, ବାଲେଶ୍ବର ଜିଲ୍ଲାପାଳଙ୍କୁ ମିଳିଲା SRC କ୍ଷମତା

ସୁବର୍ଣ୍ଣରେଖାରେ ବଡ ବନ୍ୟା ଆଶଙ୍କା । ବନ୍ୟା ପରିଚାଳନା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ SRC କ୍ଷମତା ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

4.ମୁନୁଗୋଡେ ଉପନିର୍ବାଚନ, ବିଶାଳ ସମାବେଶରେ ଯୋଗ ଦେବେ ଅମିତ ଶାହ

ମୁନୁଗୋଡେରେ ବିଶାଳ ସମାବେଶରେ ଯୋଗ ଦେବେ ଗୃହମନ୍ତ୍ରୀ ଅମିତ ଶାହ Amit Shah Telengana Visit । ଶାସକ ଦଳ TRSକୁ କରିବେ ଟାର୍ଗେଟ ।

5.ଜୋମାଟ ବିଜ୍ଞାପନ ବିବାଦ, ବିଜ୍ଞାପନ ହଟାଇବା ସହ ହ୍ରିତିକ ରୋସନଙ୍କ କ୍ଷମା ଦାବି କଲେ ମହାକାଳେଶ୍ବର ମନ୍ଦିର ସେବାୟତ

ଜୋମାଟର ନୂତନ ବିଜ୍ଞାପନ (Zomatos thali controversial advertisement)କୁ ନେଇ ବିବାଦ । ବିଜ୍ଞାପନ ପ୍ରତ୍ୟାହାର କରିବା ସହ ଅଭିନେତା ହ୍ରିତିକ ରୋସନଙ୍କୁ ମଧ୍ୟ କ୍ଷମା ମାଗିବା ପାଇଁ ଦାବି କଲେ ମହାକାଶ ମନ୍ଦିର ସେବାୟତ ।

6.ବନ୍ୟା ଛାଡ଼ି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ

ପୁରୀ ଜିଲ୍ଲାରେ ବନ୍ୟା ଛାଡ଼ି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

7.ମହାନଦୀରେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହୋଇଥିବା ବିଜେପିର ଅଭିଯୋଗ

ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ (bjp targets bjd over flood management )। ସରକାରଙ୍କ ଅବହେଳା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବିଜେପି ଅଭିଯୋଗ କରିଛି ।

8.ହିମାଚଳ ପ୍ରଦେଶ କଂଗ୍ରେସ ଷ୍ଟିୟରିଂ କମିଟିରୁ ଆନନ୍ଦ ଶର୍ମାଙ୍କ ଇସ୍ତଫା

ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଦଳର ହିମାଚଳ ପ୍ରଦେଶ ଷ୍ଟିୟରିଂ କମିଟି ମୁଖ୍ୟ ପଦରୁ ଦେଲେ ଇସ୍ତଫା । ନିକଟରେ ଦଳର ନିଯୁକ୍ତିର କିଛି ଘଣ୍ଟା ପରେ ପ୍ରଚାର କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ ।

9.Thailand Para Badminton, ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡିଶାର ଷ୍ଟାର ଖେଳାଳି ପ୍ରମୋଦ ଭଗତ।

10.କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Governor writes letter to railway minister )।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.