ETV Bharat / bharat

7 ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ !

author img

By

Published : Jul 7, 2022, 8:53 PM IST

7 ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ ! ରାଜସ୍ଥାନର ନାଗାଉର (Nagaur)ର ଘଟଣା । ଅଧିକ ପଢନ୍ତୁ

Seven Years Old Girl Raped by Minors:7 ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ !

ଜୟପୁର : ନାବାଳିକା ସହ ଗଣଦୁଷ୍କର୍ମ (Rape In nagpur) ! ଦୁଷ୍କର୍ମକାରୀ ହେଉଛନ୍ତି ୨ ନାବାଳକ ! ଭଭୟେ ଭିଆଇଛନ୍ତି ଏପଭି ଜଘନ୍ୟକାଣ୍ତ ! ଏଭଳି ଲଜ୍ଜ୍ୟାଜନକ ଘଟଣା ଘଟିଛି ରାଜସ୍ଥାନର ନାଗାଉର (Nagaur)ରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଣ ଥିଲା ପୁରା ଘଟଣା...

ମେରଟା ଥାନା ଅଞ୍ଚଳରେ ରୁହନ୍ତି ନାବାଳିକାଙ୍କ ପରିବାର । ଘର ନିକଟରେ ଥିବା ପଡୋଶୀ ଘରର ନାବାଳକ ଦୁହେଁ ନାବାଳିକାଙ୍କୁ କୌଣସି ଏକ ବାହାନା କରି ଏକ କୂଅ ନିକଟକୁ ନେଇ ଯାଇଥିଲେ । ପରେ ଦୁହେଁ ନାବାଳକ ନାବାଳିକାଙ୍କ ସହ କରିଥିଲେ ଦୁଷ୍କର୍ମ! ପରେ ଏବାବଦରେ କାହାକୁ କିଛି ନ କରିବା ପାଇଁ ଦେଇଥିଲେ ଧମକ୍ ।

ଏ ବାବଦରେ ପରିବାର ଲୋକଙ୍କୁ କହିଲେ ଘରଲୋକଙ୍କୁ ହତ୍ୟା କରିବା ପାଇଁ ନାବାଳିକାଙ୍କୁ ଚେତାବନୀ ଦେଇଥିଲା ଦୁଷ୍କର୍ମକାରୀ । ହେଲେ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ପରେ ସେଠାରେ ଜଣାପଡିଥିଲା ପୁରା ଘଟଣା । ପୀଡିତା ଜଣକ ନିଜ ଘର ଲୋକଙ୍କୁ ଏ ସମସ୍ତ ବିଷୟରେ କହିଥିଲେ । ପରେ ପରିବାର ଲୋକେ ଏନେଇ ଥାନାର ଦ୍ବାରସ୍ତ ହୋଇଥିଲେ । ତେବେ ଦୁଇ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ୭ ବର୍ଷର ନାବାଳକ ମଧ୍ୟ କରିଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.