ETV Bharat / bharat

ମହଙ୍ଗା ହେଉଛି ପେନସିଲ ଓ ମ୍ୟାଗି, କେମିତି ପଢିବି: ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ କୁନି ଝିଅର ଅଭିଯୋଗ - ଦରଦାମ ନେଇ 6 ବର୍ଷୀୟା ଛାତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଦରଦାମ ପାଇଁ ବଢୁଛି ପେନସିଲ, ମ୍ୟାଗି । ପେନସିଲ ମାଗିଲେ ମାଆ ଗାଳିଦେଉଛି । ଏପରି ଅଭିଯୋଗ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲଖିଲେ ଉତ୍ତର ପ୍ରଦେଶ 6 ବର୍ଷୀୟ ଛାତ୍ରୀ । ଅଧିକ ପଢନ୍ତୁ

ମହଙ୍ଗା ହେଉଛି ପେନସିଲ,ମ୍ୟାଗି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ 6 ବର୍ଷର ଛାତ୍ରୀ

author img

By

Published : Aug 1, 2022, 9:23 AM IST

ଲକ୍ଷ୍ନୌ: ଦରଦାମ ପ୍ରଭାବରେ ବଢୁଛି ପେନସିଲ ଓ ମ୍ୟାଗିର ଦାମ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଜଣେ ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀ । ଏହି କୁନି ଝିଅଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶର କନୌଜ ଜିଲ୍ଲାର 6 ବର୍ଷୀୟା ଖୁସି ଦୁବେ । ଚିଠିରେ ଦରଦାମ କିପରି ତାଙ୍କୁ ପ୍ରଭାବିତ କରିଛି ତାହା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ପେନସିଲ, ରବର ଓ ମ୍ୟାଗି ଦମ ବଢୁଥିବା ଯୋଗୁଁ ସେ ପ୍ରଭାବିତ ହୋଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ମହଙ୍ଗା ହେଉଛି ପେନସିଲ,ମ୍ୟାଗି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ 6 ବର୍ଷର ଛାତ୍ରୀ
ମହଙ୍ଗା ହେଉଛି ପେନସିଲ,ମ୍ୟାଗି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ 6 ବର୍ଷର ଛାତ୍ରୀ

ଖୁସି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି, ''ଅନ୍ୟ ସାମଗ୍ରୀ ସହ ପେନସିଲ, ରବର ଦାମ ବଢୁଛି । ଏବେ ପେନସିଲ ଖଣ୍ଡେ ମାଗିଲେ ମାଆ ବିରକ୍ତ ହେଉଛନ୍ତି । ଅନ୍ୟ ପିଲାମାନେ ମଧ୍ୟ ମୋ ପେନସିଲ ଚୋରାଇ ନେଉଛନ୍ତି । ତେବେ ଏପରି ହେଲେ ମୁଁ କଣ କରିବି ?" ତେବେ ଖୁସି ଲେଖିଥିବା ଏହି ହିନ୍ଦି ଚିଠିଟି ଏବେ ଭାଇରାଲ ହେବାରେ ଲାଗିଛି । ଖୁସିର ବାପା ଭିସାଲ ଦୁବେ ଜଣେ ଆଇନଜୀବୀ ।

ଝିଅର ଏପରି କାର୍ଯ୍ୟରେ ସେ ଖୁସି ପ୍ରକାଶ କରିବା ସହ ଏହା ତାର ମନ କି ବାତ ବୋଲି ମଧ୍ୟ କହିଛନ୍ତି । ସେହିପରି ଏହି ପ୍ରସଙ୍ଗ ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଛି । ସୋସିଆଲ ମିଡିଆରୁ ଏପରି ଖବର ପାଇଥିବା ସ୍ଥାନୀୟ SDM ସୂଚନା ଦେବା ସହ ସେ ଏହି କୁନି ଛାତ୍ରୀଙ୍କୁ ସହଯୋଗ ଯୋଗାଇ ଦେବା ନେଇ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.