ETV Bharat / bharat

ଅକ୍ସିଜେନ ନ ପାଇ ଆଖି ବୁଜିଲେ 6 ରୋଗୀ

ଘରୋଇ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ 6 ଜଣ ରୋଗୀଙ୍କ ମୃତ୍ୟୁ । ଭୋପାଳରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ...

author img

By

Published : Apr 13, 2021, 6:31 PM IST

ଅକ୍ସିଜେନ ନ ପାଇ ଆଖି ବୁଜିଲେ 6 ରୋଗୀ
ଅକ୍ସିଜେନ ନ ପାଇ ଆଖି ବୁଜିଲେ 6 ରୋଗୀ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘରୋଇ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ 6 ରୋଗୀଙ୍କ ମୃତ୍ୟୁ ଘଟିଛି । ସରକାରଙ୍କ ତମାମ୍ ପ୍ରତିଶ୍ରୁତି ସତ୍ତ୍ବେ ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଅଭାବ ସୃଷ୍ଟି ହେବା ନେଇ ସାଧାରଣରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଏହି ଘଟଣାରେ ସମ୍ପୃକ୍ତ ହସ୍ପିଟାଲର ପରିଚାଳକ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ, ହସ୍ପିଟାଲର ଚାହିଦା ମୁତାବକ ଅକ୍ସିଜେନ ଯୋଗାଣ ବହୁତ କମ୍ ରହିଛି । ଏନେଇ ଡାକ୍ତରମାନେ ହସ୍ପିଟାଲରେ ଯଥେଷ୍ଟ ପରିମାଣର ଅକ୍ସିଜେନ ଉପଲବ୍ଧ କରିବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.