ETV Bharat / bharat

ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗି ୬ ଜୀବନ୍ତ ଦଗ୍ଧ - Firozabad fire tragedy

ଉତ୍ତର ପ୍ରଦେଶର ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

6 Of Family Killed As Fire Breaks Out At Furniture Shop In UP
ଫର୍ଣ୍ଣିଚର ଗୋଦାମରେ ଗୋଦାମରେ ନିଆଁ ଲାଗି ୬ମୃତ
author img

By

Published : Nov 30, 2022, 8:58 AM IST

Updated : Nov 30, 2022, 9:51 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫର୍ଣ୍ଣିଚର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ (Fire Breaks Out At Furniture Shop In UP)। ନିଆଁରେ ଜଳି ଜୀବନ୍ତ ଦଗ୍ଧ ହେଲେ ଗୋଟିଏ ପରିବାର ୬ ଜଣ ସଦସ୍ୟ। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ (Chief Minister Yogi Adityanath) ଶୋକ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ।

  • मुख्यमंत्री जी ने घायलों को तत्काल अस्पताल पहुंचाकर जिला प्रशासन के अधिकारियों को उनके समुचित उपचार के निर्देश दिए हैं और उनके शीघ्र स्वस्थ होने की कामना की है।

    साथ ही वरिष्ठ अधिकारियों को मौके पर जाकर राहत कार्य को युद्धस्तर पर कराने के निर्देश दिए हैं।

    — CM Office, GoUP (@CMOfficeUP) November 29, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) ସର୍ଟସର୍କିଟ ଯୋଗୁଁ ଫିରୋଜାବାଦ ଜିଲ୍ଲାର ପଦମ ସହରର ଏକ ଇନଭୋଟର ଗୋଦାମରେ ନିଆଁ ଲାଗିଯାଇଥିଲା । ତେବେ ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ, ପ୍ରଥମେ ନିଆଁ ତଳ ମହଲାରେ ଲାଗି ଉପର ମହଲାକୁ ବ୍ୟାପି ଯାଇଥଲା । ଫଳରେ ନିଆଁ ଆଁରେ ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ୨ଜଣ ବୟସ୍କ ଏବଂ ୪ଜଣ ଶିଶୁ ରହିଛନ୍ତି । ନିଆଁ ଲିଭା କାର୍ଯ୍ୟରେ ୧୮ଟି ଅଗ୍ନିଶମ ବାହିନୀ ନିୟୋଜିତ ଥିବା ନେଇ ଫିରୋଜାବାଦ ଏସପି ଆଶିଷ ତିଓ୍ବାରି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରେଡି ଟୁ ଇଟ୍ ରାଇସ୍: ଫାଷ୍ଟଫୁଡ୍ ମ୍ୟାଗି-ଚାଓମିନ୍ ଭଳି ଫଟାଫଟ୍ ହେବ ଭାତ, ରହିଛି ଭରପୁର ଔଷଧୀୟ ଗୁଣ

ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ ଯୋଗେ କୁହାଯାଇଛି ଯେ,"ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଫିରୋଜାବାଦ ଅଗ୍ନିକାଣ୍ଡ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ କହିଛନ୍ତି । ମୃତଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 30, 2022, 9:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.