ETV Bharat / bharat

ବନ୍ଦ କୋଠରୀରୁ ଗୋଟିଏ ପରିବାରର 5 ସଦସ୍ୟଙ୍କ ମୃତଦେହ ଉଦ୍ଧାର

author img

By

Published : Nov 8, 2020, 4:52 PM IST

ପଶ୍ଚିମବଙ୍ଗ ଦିନଜପୁର ତପନ ପୋଲିସ ଷ୍ଟେସନ ନିକଟସ୍ଥ ଜମଲପୁରରେ ଗୋଟିଏ ଘରୁ 5 ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ବନ୍ଦ କୋଠରୀରୁ ଉଦ୍ଧାର ହେଲା ଗୋଟିଏ ପରିବାରର 5 ସଦସ୍ୟଙ୍କ ମୃତଦେହ

କୋଲକାତା: ଗୋଟିଏ ପରିବାରର 5 ସଦସ୍ୟଙ୍କ ମୃତଦେହ ଉଦ୍ଧାର । ପଶ୍ଚିମବଙ୍ଗ ଦିନଜପୁର ତପନ ପୋଲିସ ଷ୍ଟେସନ ନିକଟସ୍ଥ ଜମଲପୁରରେ ଗୋଟିଏ ଘରୁ 5 ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ରବିବାର ସକାଳେ ପଡୋଶୀ ଘଟଣା ସମ୍ପର୍କରେ ଜାଣି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।

ପୋଲିସର ସୂଚନା ଅନୁଯାୟୀ, ଉକ୍ତ ପରିବାରର ଜଣେ ସଦସ୍ୟ 4 ଜଣଙ୍କୁ ହତ୍ୟା କରିବା ପରେ ସେ ନିଜେ ଆତ୍ମହତ୍ୟା କରିଛନ୍ତି । ତେବେ ଏଭଳି ଚରମ ପଦକ୍ଷେପ ପଛର କାରଣ ଏବେସୁଦ୍ଧା ଅସ୍ପଷ୍ଟ ରହିଛି । ପୋଲିସ ଉକ୍ତ ପରିବାରର ସମ୍ପର୍କୀୟଙ୍କୁ ପଚରା ଉଚରା ଜାରି ରଖି ତଦନ୍ତ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.