ETV Bharat / bharat

ନେପାଳରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.2 ରେକର୍ଡ

author img

By

Published : Feb 2, 2021, 10:46 AM IST

ଭୂକମ୍ପରେ ଥରିଲା ନେପାଳ। ରିକ୍ଟର ସ୍କେଲରେ ତୀବ୍ରତା 5.2 ରେକର୍ଡ। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ଅଧିକ ପଢନ୍ତୁ...

ନେପାଳରେ ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା 5.2 ରେକର୍ଡ

କାଠମାଣ୍ଡୁ: ଭୂକମ୍ପରେ ଥରିଲା ନେପାଳ। ରିକ୍ଟର ସ୍କେଲରେ ତୀବ୍ରତା 5.2 ରେକର୍ଡ। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଜ୍ୟାରୁ 110 କିଲୋମିଟର ଦୂରରେ ସୃଷ୍ଟି ହୋଇଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ 22.15 କିଲୋମିଟର ଗଭୀରତାରେ ପ୍ରଥମେ 28.8024 ଡିଗ୍ରୀ ଉତ୍ତର ଅକ୍ଷାଶଂ ଏବଂ 87.4023 ଡିଗ୍ରୀ ପୂର୍ବ ଦ୍ରାଘିମାରେ ସୃଷ୍ଟି ହୋଇଥିଲା। ଏହି ଶକ୍ତିଶାଳୀ ଭୂକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ନଥିବା ବେଳେ ସୁନାମି ପାଇଁ ସତର୍କତା ଜାରି କରାଯାଇ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.