ETV Bharat / bharat

ଜମ୍ମୁ କାଶ୍ମୀରରେ ୫.୧ ତୀବ୍ରତାର ଭୂକମ୍ପ

author img

By

Published : Jan 2, 2022, 7:06 AM IST

ଜମ୍ମୁ କାଶ୍ମୀରରେ ଗତକାଲି ଭୂକମ୍ପ (Earthquake hits Jammu and Kashmir)ଝଟକା ଅନୂଭୁତ ହୋଇଥିବା ବେଳେ ଏହାର ତୀବ୍ରତା ୫.୧ ଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀରରେ ୫.୧ତୀବ୍ରତାର  ଭୂକମ୍ପ
ଜମ୍ମୁ କାଶ୍ମୀରରେ ୫.୧ତୀବ୍ରତାର ଭୂକମ୍ପ

ଶ୍ରୀନଗର: ନୂଆବର୍ଷରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀରରେ ଗତକାଲି ଭୂକମ୍ପ (Earthquake hits Jammu and Kashmir)ଝଟକା ଅନୂଭୁତ ହୋଇଥିବା ବେଳେ ଏହାର ତୀବ୍ରତା ୫.୧ ଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲାଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଆଫଗାନିସ୍ତାନ ଓ ତାଜକିସ୍ତାନ ବଡରରେ ଏହି ଭୂକମ୍ପ ହୋଇଥିଲା । ଏହା ଉତ୍ତର ୩୬.୫୫ ଡିଗ୍ରୀ ଏବଂ ପୂର୍ବରେ ୭୧.୨୦ ଡିଗ୍ରୀ ରହିଥିବା ବେଳେ ଏହାର ଗଭିରତା ୨୧୬ କିଲୋମିଟର ରେକର୍ଡ କରାଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ତେବେ ଏହା ପୂର୍ବରୁ ନଭେମ୍ବର ମାସରେ ୪.୩ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.