ରାଜକୋଟ: ଗୁଜରାଟ ରାଜକୋଟ ସ୍ଥିତ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । 5 ଜଣ କରୋନା ସଂକ୍ରମିତ ଜୀବନ୍ତ ଦଗ୍ଧ । ସର୍ଟ ସର୍କିଟରୁ ବିଳମ୍ବିତ ରାତ୍ରିରେ ଉଦୟ ଶିବାନନ୍ଦ ହସ୍ପିଟାଲରେ ଲାଗିଲା ନିଆଁ ।
ଦମକଳ ବାହୀନି ନିଆଁକୁ କଲା ଆୟତ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।