ETV Bharat / bharat

ଆଜି ଦେଶରେ 44 ହଜାର ନୂଆ ସଂକ୍ରମିତ, 547 ମୃତ - 44,878 new COVID19 infections

ଦିନକରେ ପୁଣି 44 ହଜାର 878 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 87 ଲକ୍ଷ 28 ହଜାର 795ରେ ପହଞ୍ଚିଛି ।

ଆଜି ଦେଶରେ  44 ହଜାର  ନୂଆ ସଂକ୍ରମିତ
ଆଜି ଦେଶରେ 44 ହଜାର ନୂଆ ସଂକ୍ରମିତ
author img

By

Published : Nov 13, 2020, 10:55 AM IST

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରିତ ହେଉଛି ମହାମାରୀ । ଦୈନିକ 50 ହଜାର ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ପୁଣି 44 ହଜାର 878 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 87 ଲକ୍ଷ 28 ହଜାର 795ରେ ପହଞ୍ଚିଛି । ସେହିପରି 547 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 28 ହଜାର 688 କୁ ବୃଦ୍ଧି ପାଇଛି ।

ସଂକ୍ରମିତ ମାମଲା ମଧ୍ୟରୁ 4ଲକ୍ଷ 84 ହଜାର 547ଟି ମାମଲା ସକ୍ରିୟ ରହିଛି । ଆଜି 49 ହଜାର 079 ଜଣ ସୁସ୍ଥ ପରେ ମୋଟ 81 ଲକ୍ଷ 15 ହଜାର 580 ଜଣ ସୁସ୍ଥ ହୋଇସାରିଲେଣି ।

12 ନଭେମ୍ବର ପର୍ଯ୍ୟନ୍ତ 12,31,01,739 ନମୁନା ପରୀକ୍ଷା ସରିଛି । ଗତକାଲି 11,39,230 ପରୀକ୍ଷା କରାଯାଇଛି । ଏନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.