ETV Bharat / bharat

NHAIର ସହଯୋଗକ୍ରମେ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ କରୁଛି ଆନ୍ଧ୍ର - ଏନଏଚଆଇଏ

ଆନ୍ଧ୍ରପ୍ରଦେଶରେ ଅକ୍ସିଜେନ ଅଭାବକୁ ଦୂର କରିବାକୁ ଆଗେଇ ଆସିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଏନଏଚଆଇଏ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଶି 42 ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ କରୁଛି । ଅଧିକ ପଢନ୍ତୁ...

ଏନଏଚଆଇଏର ସହଯୋଗକ୍ରମେ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ କରୁଛି ଆନ୍ଧ୍ର

author img

By

Published : May 11, 2021, 6:27 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଅକ୍ସିଜେନ ଅଭାବକୁ ଦୂର କରିବାକୁ ଆଗେଇ ଆସିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଏନଏଚଆଇଏ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଶି 42 ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ କରୁଛି । ଏନେଇ ଆନ୍ଧ୍ରପ୍ରଦେଶ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ସୂଚନା ଦେଇଛନ୍ତି ।

ଏନଏଚଆଇଏର ମୁଖ୍ୟାଳୟ ନିର୍ଦ୍ଦେଶକ୍ରମେ 4 ଟି ସାଇଟିରେ କାମକରୁଛି। ପୂର୍ବ ଗଦାବରୀ ଜିଲ୍ଲାର ଅମଲାପୁରମରେ (500 ଏଲରିଏମ), ଚିତିତ୍ତୋର ଜିଲ୍ଲାର ମଡନାପଲ୍ଲୀ(500 ଏଲପିଏମ) , ପଶ୍ଚିମ ଗୋଦାବରୀର ତଡେପଲ୍ଲୀଗୁଡେମରେ (1000 ଏଲପିଏମ ) ଓ ଅନନ୍ତପୁର ଜିଲ୍ଲାରେ (1000 ଏଲପିଏମ) ରେ ପ୍ଲାଣ୍ଟ ପ୍ରସ୍ତୁତ କରାଯାଉଛି ।

ବଳକା 38 ଟି ସାଇଟ୍, ଏବଂ ବିକ୍ରେତାମାନଙ୍କ ପାଇଁ ଚୂଡାନ୍ତ ହୋଇଛି । ପରବର୍ତ୍ତୀ ସମୟରେ ଏନଏଚଆଇଏର ମୁଖ୍ୟାଳୟ ଦ୍ବାରା କାମ ଆରମ୍ଭ ହେବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.