ETV Bharat / bharat

ଦିନକରେ ଦେଶରୁ 41831 ସଂକ୍ରମିତ ଚିହ୍ନଟ, 541 ମୃତ

author img

By

Published : Aug 1, 2021, 10:58 AM IST

ଗତ 24 ଘଣ୍ଟାରେ ଦେଶରୁ 41 ହଜାର 831 ନୂଆ ଆକ୍ରାନ୍ତ ଚିହ୍ନଟ, 541 ମୃତ । ଅଧିକ ପଢନ୍ତୁ...

ଦିନକରେ ଦେଶରୁ 41831 ସଂକ୍ରମିତ ଚିହ୍ନଟ, 541 ମୃତ
ଦିନକରେ ଦେଶରୁ 41831 ସଂକ୍ରମିତ ଚିହ୍ନଟ, 541 ମୃତ

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ଦେଶରୁ 41 ହଜାର 831 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 39 ହଜାର 258 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ଦିନକରେ 541 ଜଣଙ୍କ ମହାମାରୀ କବଳରେ ପ୍ରାଣହାନୀ ଘଟିଛି ।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି 16 ଲକ୍ଷ 55 ହଜାର 824 ରେ ପହଞ୍ଚିଛି । ସେହିପରି ମୋଟ 3 କୋଟି 82 ହଜାର 521 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବର୍ତ୍ତମାନ ସୁଦ୍ଧା କୋରୋନା କବଳରେ ଦେଶରୁ 4 ଲକ୍ଷ 24 ହଜାର 351 ଜଣଙ୍କ ପ୍ରାଣ ଯାଇଛି ଏବଂ 4 ଲକ୍ଷ 10 ହଜାର 952 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୋଟ 47 କୋଟି 2 ଲକ୍ଷ 98 ହଜାର 596 ଜଣଙ୍କ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.