ETV Bharat / bharat

Delhi Corona: ଦିଲ୍ଲୀରେ ୩୦୦ ପୋଲିସକର୍ମୀ କୋରୋନା ସଂକ୍ରମିତ

ରାଜଧାନୀ ଦିଲ୍ଲୀରେ ବିଗୁଡୁଛି କୋରୋନା ସ୍ଥିତି । ୩୦୦ ରୁ ଅଧିକ ପୋଲିସ କର୍ମୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : Jan 10, 2022, 9:33 AM IST

Delhi Corona: ଦିଲ୍ଲୀରେ ୩୦୦ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଗୁଡୁଛି କୋରୋନା ସ୍ଥିତି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଉଥିବା ବେଳେ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରାଜଧାନୀ ଦିଲ୍ଲୀରେ ଏବେ ୩୦୦ ରୁ ଅଧିକ ପୋଲିସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ସହିତ ଜନସମ୍ପର୍କ ଅଧିକାରୀ (PRO) ଏବଂ ଅତିରିକ୍ତ କମିଶନର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସୂଚନାଅନୁଯାୟୀ କରୋନା ସଂକ୍ରମଣରେ ବଢୁଥିବା ଗ୍ରାଫକୁ ନେଇ ଏବେ ଭୟଭୀତ ଅଛନ୍ତି ଦିଲ୍ଲୀବାସୀ । ରବିବାର ଦିନ ୨୨ହଜାର କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହା ଦିଲ୍ଲୀରେ କୋରୋନା ସଂକ୍ରମଣ ୨୩.୫୩ ପ୍ରତିଶତରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.