ETV Bharat / bharat

ପୁଣି ଉରିରେ ଆକ୍ରମଣ ଯୋଜନା କରୁଥିଲେ ଆତଙ୍କବାଦୀ, 3 ଗିରଫ

author img

By

Published : Jun 19, 2021, 3:43 PM IST

3 ଆତଙ୍କବାଦୀଙ୍କୁ ବାରାମୁଲାର ଉରିରୁ ଗିରଫ କଲା ଜମ୍ମୁ କାଶ୍ମୀର ପୋଲିସ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ଅଧିକ ପଢନ୍ତୁ...

ବାରାମୁଲାର ଉରିରୁ 3 ଆତଙ୍କବାଦୀ ଗିରଫ
ବାରାମୁଲାର ଉରିରୁ 3 ଆତଙ୍କବାଦୀ ଗିରଫ

ଶ୍ରୀନଗର: 3 ଆତଙ୍କବାଦୀଙ୍କୁ ବାରାମୁଲାର ଉରିରୁ ଗିରଫ କଲା ଜମ୍ମୁ କାଶ୍ମୀର ପୋଲିସ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇ କହିଛି ଯେ 3 ଆତଙ୍କୀଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଏହା ପୂର୍ବରୁ ଜୁନ୍ 16ରେ ଶ୍ରୀନଗର ନାଉଗାମ ଅଞ୍ଚଳର ଓ୍ବାଗୋରା ଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.