ETV Bharat / bharat

ଦିନକରେ ଦେଶରୁ 29,689 ନୂଆ ଆକ୍ରାନ୍ତ ଚିହ୍ନଟ, 415 ମୃତ

author img

By

Published : Jul 27, 2021, 10:42 AM IST

ପୁଣି ଦିନକରେ ଦେଶରୁ 29 ହଜାର 689 କୋରୋନା ଆକ୍ରାନ୍ତ ଚିହ୍ନଟ, 415 ମୃତ । ଅଧିକ ପଢନ୍ତୁ...

ଦିନକରେ ଦେଶରୁ 29,689 ନୂଆ ଆକ୍ରାନ୍ତ ଚିହ୍ନଟ, 415 ମୃତ
ଦିନକରେ ଦେଶରୁ 29,689 ନୂଆ ଆକ୍ରାନ୍ତ ଚିହ୍ନଟ, 415 ମୃତ

ନୂଆଦିଲ୍ଲୀ: ଧିରେ ଧିରେ କମୁଛି ସଂକ୍ରମଣ । ଦିନକରେ ଦେଶରୁ 29 ହଜାର 689 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 415 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି 42 ହଜାର 363 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • " class="align-text-top noRightClick twitterSection" data="">

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ପାର କରିଛି । ସେହିପରି ମୋଟ 3 କୋଟି 6 ଲକ୍ଷ 21 ହଜାର 469 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା କୋରୋନା କବଳରେ ଦେଶରୁ 4 ଲକ୍ଷ 21 ହଜାର 382 ଜଣଙ୍କ ପ୍ରାଣ ଯାଇଛି ଏବଂ 3 ଲକ୍ଷ 98 ହଜାର 100 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୋଟ 44 କୋଟି 19 ଲକ୍ଷ 12 ହଜାର 395 ଜଣଙ୍କ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.