ETV Bharat / bharat

ନେପାଳରେ ଫସିଛନ୍ତି 26 ପ୍ରବାସୀ ଶ୍ରମିକ, ଉଦ୍ଧାର ପାଇଁ କଲେ ଅପିଲ - ପ୍ରବାସୀ ଶ୍ରମିକ

ନେପାଳରେ ଫସିଥିବା 26 ପ୍ରବାସୀ ଶ୍ରମିକଙ୍କ ଅନୁରୋଧ । ଝାଡଖଣ୍ଡ ଫେରିବା ପାଇଁ ରାଜ୍ୟ ପ୍ରଶାସନକୁ ଶ୍ରମିକଙ୍କ ଅପିଲ । ଅଧିକ ପଢନ୍ତୁ...

ନେପାଳରେ ଫସିଛନ୍ତି 26 ପ୍ରବାସୀ ଶ୍ରମିକ, ଉଦ୍ଧାର ପାଇଁ କଲେ ଅପିଲ

author img

By

Published : May 21, 2021, 9:20 PM IST

ରାଞ୍ଚି: ଲକଡାଉନ ଯୋଗୁଁ ନେପାଳରେ ଫସିଛନ୍ତି 26 ପ୍ରବାସୀ ଶ୍ରମିକ । ସମସ୍ତ ପ୍ରବାସୀ ଝାଡଖଣ୍ଡର ବୋଲି ଜଣାପଡିଛି । ଭାରତକୁ ଫେରିବା ପାଇଁ ସହଯୋଗ କରିବାକୁ ଭିଡିଓ ବାର୍ତ୍ତା ସେୟାର କରି ଝାଡଖଣ୍ଡ ପ୍ରଶାସନକୁ ଅନୁରୋଧ କରିଛନ୍ତି ଏହି ପ୍ରବାସୀ ଶ୍ରମିକ ।

ନେପାଳରେ ଫସିଛନ୍ତି 26 ପ୍ରବାସୀ ଶ୍ରମିକ, ଉଦ୍ଧାର ପାଇଁ କଲେ ଅପିଲ

ଝାଡଖଣ୍ଡ ଦୁମକା ଜିଲ୍ଲାର ଏହି ପ୍ରବାସୀ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଝାଡଖଣ୍ଡ ସରକାରଙ୍କୁ ନିବେଦନ କରିଛନ୍ତି । ସେମାନେ ନେପାଳର ସିନ୍ଧୁପାଲଚୋକ ଜିଲ୍ଲାରେ ଫସି ରହିଥିବାବେଳେ ଅସୁସ୍ଥ ଥିବା ସୂଚନା ଦେଇଛନ୍ତି ।

ତେବେ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିବା ପରେ ଏହି 26 ଜଣ ଶ୍ରମିକଙ୍କୁ ଝାଡଖଣ୍ଡକୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ସେମାନଙ୍କ ପାଇଁ ପରିବହନ ବ୍ୟବସ୍ଥା କରାଯାଉଛି ବୋଲି ରାଜ୍ୟ ସରକାରଙ୍କ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.