ETV Bharat / bharat

ଦେଶରେ 26.53 କୋଟି ଅତିକ୍ରମ କଲା ଟୀକାକରଣ - ଟୀକାରରଣ

ଦେଶରେ 26. 53 କୋଟି ଲୋକଙ୍କୁ ଦିଆଯାଇଛି ଟିକା । ଅଧିକ ପଢନ୍ତୁ...

ଦେଶରେ 26. 53 କୋଟି ଅତିକ୍ରମ କଲା ଟୀକାରରଣ
ଦେଶରେ 26. 53 କୋଟି ଅତିକ୍ରମ କଲା ଟୀକାରରଣ
author img

By

Published : Jun 17, 2021, 7:09 AM IST

ନୂଆଦିଲ୍ଲୀ: କୋରୋନାକୁ ମାତ୍ ଦେବା ପାଇଁ ଦେଶରେ ଆରମ୍ଭ ହୋଇଥିଲା ଟୀକାକରଣ । ଏହି ଟୀକାକରଣ ଦେଶରେ 26. 53 କୋଟି ଅତିକ୍ରମ କରିସାରିଛି । ଯେଉଁଥିରେ 18ରୁ 44 ବର୍ଗର ଲୋକଙ୍କୁ 4.81 କୋଟିରୁ ଅଧିକ ଟିକା ଦିଆଯାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ 18ରୁ 44 ବର୍ଗର 20 ଲକ୍ଷ 67 ହଜାର 85 ହିତାଧିକାରୀ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି । ଗତକାଲି 67 ହଜାର 44 7 ହିତାଧିକାରୀଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି । ଦେଶରେ ମୋଟ 4କୋଟି 72 ଲକ୍ଷ 6ହଜାର 953 ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । 9ଲକ୍ଷ 68 ହଜାର 98 ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.