ETV Bharat / bharat

ଦେଶରେ 24 ଘଣ୍ଟାରେ 20,021 ସଂକ୍ରମଣ, କମୁଛି ମୃତ୍ୟୁ ସଂଖ୍ୟା - ଦେଶରେ କମୁଛି ମୃତ୍ୟୁ ସଂଖ୍ୟା

ସଚେତନତା ଓ ଜାଗ୍ରତା ହେତୁ ଦେଶରେ ସୁଧୁରୁଛି କେରୋନା ସ୍ଥିତି। ଦୈନିକ ସଂକ୍ରମଣରେ ଦ୍ବିତିୟ ସ୍ଥାନରେ ଥିବା ଭାରତରେ ହ୍ରାସ ପାଉଛି ସଂକ୍ରମଣ। ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ 20,021 ସଂକ୍ରମଣ, କମୁଛି ମୃତ୍ୟୁ ସଂଖ୍ୟା

author img

By

Published : Dec 28, 2020, 10:18 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ସହ କମୁଛି ମୃତ୍ୟୁ ସଂଖ୍ୟା। ଗତ କିଛି ଦିନ ଧରି 20 ରୁ 25 ହଜାର ଭିତରେ ଆସୁଛି ପଜିଟିଭ ରିପୋର୍ଟ। ଯାହାକୁ ମିଶାଇ 1 କୋଟି 2 ଲକ୍ଷ ପାର କରିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 20 ହଜାର 021 ଟି ନୂଆ ସଂକ୍ରମଣ ରିପୋର୍ଟ ହୋଇଛି। ସେଥିମଧ୍ୟରୁ 279 ଜଣଙ୍କର ମୃତ୍ୟୁ ହୋଇଛି। 21 ହଜାର 131 ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି।

ତେବେ ନୂଆ ରିପୋର୍ଟକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 02 ଲକ୍ଷ 07 ହଜାର 871କୁ ବୃଦ୍ଧି ଘଟିଛି। ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 47 ହଜାର 901 ପାର କରିଛି। 97 ଲକ୍ଷ 82 ହଜାର 669 ଜଣ ସୁସ୍ଥ ହୋଇଛନ୍ତି। 2 ଲକ୍ଷ 77 ହଜାର 301 ଜଣ ଚିକିତ୍ସାଧୀନ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.