ETV Bharat / bharat

BJP ରେ ସାମିଲ ହେଲେ ହିମାଚଳ ପ୍ରଦେଶର ଦୁଇ କଂଗ୍ରେସ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧରିଲେ ପଦ୍ମ

author img

By

Published : Aug 17, 2022, 5:42 PM IST

BJP ରେ ସାମିଲ ହେଲେ ହିମାଚଳ ପ୍ରଦେଶର ଦୁଇ କଂଗ୍ରେସ ବିଧାୟକ । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଉପସ୍ଥିତିରେ ଧରିଲେ ପଦ୍ମ । ଗତ କିଛି ଦିନ ହେବ ଏମାନଙ୍କ ବିଜେପିରେ ସାମିଲ ହେବା ନେଇ ଲାଗି ରହିଥିଲା ଚର୍ଚ୍ଚା । ଅଧିକ ପଢନ୍ତୁ

BJP ରେ ସାମିଲ ହେଲେ ହିମାଚଳ ପ୍ରଦେଶର ଦୁଇ କଂଗ୍ରେସ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧରିଲେ ପଦ୍ମ
BJP ରେ ସାମିଲ ହେଲେ ହିମାଚଳ ପ୍ରଦେଶର ଦୁଇ କଂଗ୍ରେସ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧରିଲେ ପଦ୍ମ

ଶିମଲା: ହିମାଚଳ ପ୍ରଦେଶରେ BJPରେ ସାମିଲ ହେଲେ କଂଗ୍ରେସର ଦୁଇ ବରିଷ୍ଠ ବିଧାୟକ । କଂଗ୍ରେସ ବିଧାୟକ ପଓ୍ବନ କୁମାର କାଜଲ ଓ ଲଖୀବିନ୍ଦର ସିଂ ରଣା ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏହି ଦୁଇ ବିରୋଧୀ ବିଧାୟକ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଉପସ୍ଥିତିରେ ଶିମଲାରେ ଥିବା ରାଜ୍ୟ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

  • Delhi | Himachal Pradesh Congress MLAs Pawan Kumar Kajal and Lakhvinder Singh Rana join BJP in the presence of CM Jairam Thakur. pic.twitter.com/9QTbApgTav

    — ANI (@ANI) August 17, 2022 " class="align-text-top noRightClick twitterSection" data=" ">

ଏହି ଦୁଇ ବିଧାୟକଙ୍କୁ ଦଳକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, ‘‘ଏହି ଦୁଇ ବରିଷ୍ଠ କଂଗ୍ରେସ ବିଧାୟକଙ୍କ ଯୋଗଦାନ ବିଜେପିକୁ ଲାଭାନ୍ବିତ କରିବ ।’’ ପଓ୍ବନ କାଜଲ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ବରେ ଥିଲେ । ସେ କାଙ୍ଗରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ନିର୍ବାଚିତ ହୋଇଛନ୍ତି । ସେହିପରି ଅନ୍ୟତମ ବିଧାୟକ ଲଖୀବିନ୍ଦର ସିଂ ରାଣା ମଧ୍ୟ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ପ୍ରଦେଶ କଂଗ୍ରେସର ଉପ ସଭାପତି ଭାବେ ଦାୟିତ୍ବରେ ଥିଲେ ।

  • Congress's senior leader & working president Pawan Kajal, a 2-time MLA from Kangra, has joined us; we welcome him. Lakhvinder Singh Rana, a 2-time MLA from Nalagarh & Congress vice-president, has also joined us. Party will definitely benefit from them: HP CM Jairam Thakur https://t.co/SLL95S0vV5 pic.twitter.com/2Efj9PdxXS

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.